ସକାଳୁ କାମରେ ବାହାରିଥିଲେ ୨ ଯୁବକ, ପିଟିଦେଲା ଟ୍ରକ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ସକାଳୁ କାମ କରିବାକୁ ଘରୁ ବାହାରିଥିଲେ। କାମ କରି ଘରକୁ ଫେରିଥାନ୍ତେ। ହେଲେ ବାଟରେ ଘଟିଗଲା ଅଘଟଣ। କାମରେ ପହଞ୍ଚିବା ପୂର୍ବରୁ ବାଟରେ ପିଟିଦେଲା ଟ୍ରକ୍‌। ଫଳରେ ବାଇକ୍‌ ଆରୋହୀଦ୍ୱୟ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଅଘଟଣ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ରାସ୍ତାରେ ଘଟିଛି। ଗୁରୁତରଦ୍ୱୟ ହେଲେ ତୁମୁସିଙ୍ଗା ଥାନା କୋଟଗରା ଗ୍ରାମର ସୁଜିତ ମଳିକ ଓ ରମେଶ ମଳିକ l ଉଭୟ ସୁଜିତ ଓ ରମେଶ ଏକ […]

accident

accident

Niharika Rout
  • Published: Thursday, 23 June 2022
  • Updated: 23 June 2022, 11:05 AM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ସକାଳୁ କାମ କରିବାକୁ ଘରୁ ବାହାରିଥିଲେ। କାମ କରି ଘରକୁ ଫେରିଥାନ୍ତେ। ହେଲେ ବାଟରେ ଘଟିଗଲା ଅଘଟଣ। କାମରେ ପହଞ୍ଚିବା ପୂର୍ବରୁ ବାଟରେ ପିଟିଦେଲା ଟ୍ରକ୍‌। ଫଳରେ ବାଇକ୍‌ ଆରୋହୀଦ୍ୱୟ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଅଘଟଣ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ରାସ୍ତାରେ ଘଟିଛି। ଗୁରୁତରଦ୍ୱୟ ହେଲେ ତୁମୁସିଙ୍ଗା ଥାନା କୋଟଗରା ଗ୍ରାମର ସୁଜିତ ମଳିକ ଓ ରମେଶ ମଳିକ l

ଉଭୟ ସୁଜିତ ଓ ରମେଶ ଏକ ବାଇକ୍‌ ଯୋଗେ ଆଜି କାମାକ୍ଷାନଗର ଥାନା କାନପୁରା ଗ୍ରାମକୁ କାମ କରିବାକୁ ଯାଇଥିଲେ। ମାତ୍ର ବାଇପାସ ନିକଟରେ ଥିବା କାନପୁରା ରାସ୍ତାରେ ଏକ ଟ୍ରକ ସେମାନଙ୍କ ବାଇକ୍‌କୁ ପିଟିଥିଲା। ଫଳରେ ସେମାନେ ରାସ୍ତାରେ ଛିଟକି ପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି  ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l

ସୂଚନା ମୁତାବକ, କାମାକ୍ଷାନଗରରେ ସକାଳ ୮ରୁ ରାତ୍ରି ୯ ପର୍ଯ୍ୟନ୍ତ ନୋଏଣ୍ଟ୍ରି ବଳବତ୍ତର ରହୁଛି। ଏହାସତ୍ତ୍ୱେ ପୁଲିସ୍‌ ଗାଡି ପିଛା ଶହେରୁ ଦୁଇ ଶହ ଟଙ୍କା ହାତଗୁଞ୍ଜା ନେଇ ଗାଡି ଚଳେଇବାକୁ ଅନୁମତି ଦେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନର  କ୍ଷୟକ୍ଷତି ଘଟୁଛି l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story