କାଳିଆ ଯୋଜନାରେ ୧.୦୬ ଲକ୍ଷ ଚାଷୀ ଅଯୋଗ୍ୟ, ୪୮.୬୫ଙ୍କୁ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ କାଳିଆ ଯୋଜନାରେ ବର୍ତ୍ତମାନସୁଦ୍ଧା ୧ଲକ୍ଷ ୬ହଜାର ୩୬୧ଜଣ ଚାଷୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଶ୍ରୀ ସାହୁ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୮-୧୯ ଓ ୨୦୧୯-୨୦ ମସିହାରେ କାଳିଆ ଯୋଜନାରେ ମୋଟ ୪୮ଲକ୍ଷ ୬୫ହଜାର ୦୫୩ଜଣ ଚାଷୀଙ୍କୁ ଚିହ୍ନଟ କରି ସହାୟତା ରାଶି ପ୍ରଦାନ କରିଛନ୍ତି। ସମସ୍ତ ଚାଷୀଙ୍କୁ ୫ହଜାର ଟଙ୍କା […]

kalia

kalia

Manoranjan Sial
  • Published: Thursday, 01 October 2020
  • Updated: 01 October 2020, 06:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ କାଳିଆ ଯୋଜନାରେ ବର୍ତ୍ତମାନସୁଦ୍ଧା ୧ଲକ୍ଷ ୬ହଜାର ୩୬୧ଜଣ ଚାଷୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଶ୍ରୀ ସାହୁ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୮-୧୯ ଓ ୨୦୧୯-୨୦ ମସିହାରେ କାଳିଆ ଯୋଜନାରେ ମୋଟ ୪୮ଲକ୍ଷ ୬୫ହଜାର ୦୫୩ଜଣ ଚାଷୀଙ୍କୁ ଚିହ୍ନଟ କରି ସହାୟତା ରାଶି ପ୍ରଦାନ କରିଛନ୍ତି। ସମସ୍ତ ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରତ୍ୟେକ କିସ୍ତିରେ ପ୍ରଦାନ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର କୌଣସି ଅର୍ଥ ପ୍ରଦାନ କରିନାହାନ୍ତି। ତେବେ କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ହୋଇଥିବା ୧ଲକ୍ଷ ୬ହଜାର ୩୬୧ଜଣ ଚାଷୀଙ୍କଠୁ ସହାୟତା ରାଶି ଫେରସ୍ତ ନିମନ୍ତେ ପଦକ୍ଷେପ ନିଆଯାଇଥିଲା। କ୍ଷେତ୍ରସ୍ତରରେ ଥିବା କୃଷି କର୍ମଚାରୀଙ୍କ ମାଧ୍ୟମରେ ଅଯୋଗ୍ୟ ଚାଷୀଙ୍କଠୁ ସହାୟତା ରାଶି ଫେରସ୍ତ ନିମନ୍ତେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କୋଭିଡ-୧୯ କଟକଣା ପାଇଁ ଏହାକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସେହିପରି ରାଜ୍ୟରେ ୨୦୧୫-୧୬ ମସିହାର କୃଷି ଗଣନା ଅନୁସାରେ ୩୬ଲକ୍ଷ ୩୬ହଜାର ୬୫୮ଜଣ ନାମମାତ୍ର ଓ ୮ଲକ୍ଷ ୮୭ହଜାର ୨୭୨ଜଣ କ୍ଷୁଦ୍ର ଚାଷ ଜୋତ ବା ଚାଷୀ ରହିଛନ୍ତି। ସେହିପରି ୨୦୧୦-୧୧ ଜନଗଣନା ଅନୁସାରେ ରାଜ୍ୟରେ ୨୪.୨୦ଲକ୍ଷ କୃଷି ଶ୍ରମିକ ପରିବାର ଅଛନ୍ତି। ପ୍ରକୃତ ଚାଷୀଙ୍କୁ ଚାଷ କାର୍ଯ୍ୟ କରିବାରେ କୌଣସି ବାରଣ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନରସିଂହ ମିଶ୍ରଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗତକାଲି ମନ୍ତ୍ରୀ ଶ୍ରୀ ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story