ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ , ରାଜ୍ୟ ନିଜେ କିଣିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ସମସ୍ତଙ୍କୁ ମାଗଣା କୋଭିଡ୍ ଟିକା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆଜି ପ୍ରଥମ ଦଫାରେ କୋଭାକ୍ସିନ୍ ଟିକାର ଦେଢ଼ ଲକ୍ଷ ଡୋଜ୍ ଓଡ଼ିଶାରେ ପହଂଚିଛି। ଆଜି ରାତି ୯ଟାରେ ଏହି ଟିକା ପହଂଚିଛି ଓ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ଟିକାକୁ ଭୁବନେଶ୍ୱର ମହାନଗର […]

COVAXIN

COVAXIN

Ordigital Desk
  • Published: Friday, 30 April 2021
  • Updated: 30 April 2021, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ସମସ୍ତଙ୍କୁ ମାଗଣା କୋଭିଡ୍ ଟିକା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆଜି ପ୍ରଥମ ଦଫାରେ କୋଭାକ୍ସିନ୍ ଟିକାର ଦେଢ଼ ଲକ୍ଷ ଡୋଜ୍ ଓଡ଼ିଶାରେ ପହଂଚିଛି। ଆଜି ରାତି ୯ଟାରେ ଏହି ଟିକା ପହଂଚିଛି ଓ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ଟିକାକୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ । ଯେଉର୍ମାନେକି ଟିକା ନେବା ନିମନ୍ତେ କୋୱିନ୍ ୱେବସାଇଟରେ ନିଜକୁ ପଞ୍ଜିକରଣ କରିଥିବେ ଓ ଏଥିପାଇଁ ସେମାନଙ୍କର ସ୍ଲଟ୍ ଆସନ୍ତା ମେ’ ୩ତାରିଖରୁ ଖୋଲାଯିବ। ଆସନ୍ତାକାଲି ରାଜ୍ୟର ସହରାଂଚଳରେ ଶଟଡାଉନ୍ ଥିଲେ ମଧ୍ୟ ପରୀକ୍ଷାମୂଳକ ଭାବେ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିମାନଙ୍କୁ କୋଭିଡ୍ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପକ୍ଷରୁ ମାଗଣା ଟିକା ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ତୁରନ୍ତ ଟିକା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ଟିକା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭାରତ ବାୟୋଟେକ ସମେତ ଅନ୍ୟାନ୍ୟ କମ୍ପାନୀକୁ ଅର୍ଡର ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story