ଝାଡ଼ାବାନ୍ତିରେ ଜଣେ ମୃତ, ୧୭ ଆକ୍ରାନ୍ତ

ଧର୍ମଗଡ଼(ଇଞ୍ଜିତ ପଣ୍ଡା): ଲଗାଣ ବର୍ଷା ଥମିବା ପରେ ଏବେ ବ୍ୟାପୀଛି ଝାଡ଼ାବାନ୍ତି। କଳାହାଣ୍ଡି ଛତିଶଗଡ଼ ସୀମାନ୍ତରେ ଥିବା ଓଡିଶାର ଶେଷ ଗାଁ ସନ୍ଧିକୁଲିହାରିରେ ଝାଡାବାନ୍ତିର ପ୍ରକୋପ ଦେଖାଦେଇଛି। ଏହି ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ଜଣଙ୍କ ଗ୍ରାମର ଦେଷଣ ବାରିକ(୬୫)। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାକି ସମସ୍ତ ଆକ୍ରାନ୍ତଙ୍କୁ ଧର୍ମଗଡ […]

diar

diar

Niranjan Mishra
  • Published: Monday, 15 August 2022
  • Updated: 15 August 2022, 07:53 PM IST

Sports

Latest News

ଧର୍ମଗଡ଼(ଇଞ୍ଜିତ ପଣ୍ଡା): ଲଗାଣ ବର୍ଷା ଥମିବା ପରେ ଏବେ ବ୍ୟାପୀଛି ଝାଡ଼ାବାନ୍ତି। କଳାହାଣ୍ଡି ଛତିଶଗଡ଼ ସୀମାନ୍ତରେ ଥିବା ଓଡିଶାର ଶେଷ ଗାଁ ସନ୍ଧିକୁଲିହାରିରେ ଝାଡାବାନ୍ତିର ପ୍ରକୋପ ଦେଖାଦେଇଛି। ଏହି ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ଜଣଙ୍କ ଗ୍ରାମର ଦେଷଣ ବାରିକ(୬୫)।

ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାକି ସମସ୍ତ ଆକ୍ରାନ୍ତଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ମହିଳା ଅଛନ୍ତି। ଗାଁରେ ଡାକ୍ତରୀ ଟିମ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ହାଲୋଜିନ ବଟିକା ଓ ଔଷଧ ବଣ୍ଟନ କରିଛନ୍ତି।

ଏନେଇ ସନ୍ଧିକୁଲିହାରି ବାସିନ୍ଦା ଅପ୍ରେସ୍ ସ୍ୱାଇଁ କହିଛନ୍ତି, ୧୩ ତାରିଖରୁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଛି। ଜଣଙ୍କ ପରେ ଜଣେ ଏହି ରୋଗରେ ପଡ଼ୁଛନ୍ତି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉ ନ ଥିବାରୁ ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

[caption id="attachment_757823" align="aligncenter" width="650"] ଗାଁରେ ପହଞ୍ଚି ଡାକବାଜିରେ ସଚେତନ କରୁଛି ଜନସ୍ୱାସ୍ଥ୍ୟ ଟିମ୍।[/caption]

ସେପଟେ ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପହଞ୍ଚି ଥିବା ଡାକ୍ତର ସୁଶୀଲ ମହାପାତ୍ର କହିଛନ୍ତି, ଏଠାରେ ଗତ ଦୁଇଦିନ ଭିତରେ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହା ମଧ୍ୟରୁ ଦୁଇ ଗୁରୁତରଙ୍କୁ ଜିଲ୍ଲା ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧିକୁଲିହାରିରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରିଥିଲା। ଲୋକଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଛି। ଅଙ୍ଗନଓ୍ୱାଡ଼ି ଦିଦି ଓ ଆଶାଙ୍କ ସହ ମିଶି ଲୋକଙ୍କୁ ସଚେତନତା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story