ନୂଆ ଜେଲ୍ ମାନୁଆଲ୍; ୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ୬ କଏଦୀଙ୍କ ପାଇଁ ମୁତୟନ ହେବେ ଜଣେ ସୁରକ୍ଷାକର୍ମୀ। ସରକାରଙ୍କ ଅନୁମୋଦନ ପରେ ଲାଗୁ ହେଲା ନୂଆ ଜେଲ୍ ମାନୁଆଲ୍।  ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହେଲା ନୂଆ ଜେଲ୍‌ ମାନୁଆଲ୍‌। ନୂଆ ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା, ମାନବାଧିକାର ଯେପରି ଅକ୍ଷୁର୍ଣ୍ଣ ରୁହେ ସେଥିପ୍ରତି ବିଶେଷ  ଧ୍ୟାନ ଦିଆଯାଇଛି। ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍ ପରିଚାଳନାକୁ ବି ଗୁରୁତ୍ୱ ଦିଆଯାଇଛି। ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ […]

jail

jail

Niharika Rout
  • Published: Friday, 13 November 2020
  • Updated: 13 November 2020, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ୬ କଏଦୀଙ୍କ ପାଇଁ ମୁତୟନ ହେବେ ଜଣେ ସୁରକ୍ଷାକର୍ମୀ। ସରକାରଙ୍କ ଅନୁମୋଦନ ପରେ ଲାଗୁ ହେଲା ନୂଆ ଜେଲ୍ ମାନୁଆଲ୍।  ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହେଲା ନୂଆ ଜେଲ୍‌ ମାନୁଆଲ୍‌।

ନୂଆ ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା, ମାନବାଧିକାର ଯେପରି ଅକ୍ଷୁର୍ଣ୍ଣ ରୁହେ ସେଥିପ୍ରତି ବିଶେଷ  ଧ୍ୟାନ ଦିଆଯାଇଛି। ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍ ପରିଚାଳନାକୁ ବି ଗୁରୁତ୍ୱ ଦିଆଯାଇଛି।

ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ। ସବ୍ ଜେଲ୍‌ରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲ୍‌ରେ ବ୍ୟବସ୍ଥା ହୋଇଛି। ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିଛି।

ପୂର୍ବରୁ ୧୯୪୨ର ଜେଲ୍ ମାନୁଆଲକୁ ଅନୁସରଣ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story