୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ଦିନରେ ସମଗ୍ର ଦେଶରେ ୧୦ହଜାର ସିଏନଜି ଷ୍ଟେସନ୍ ପ୍ରତିଷ୍ଠା ସହ ୫କୋଟି ପିଏନଜି ସଂଯୋଗ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧ଟି ସିଏନଜି ଷ୍ଟେସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଓଡ଼ିଶାର ଭୁବନେଶ୍ୱରରେ ୭ଟି ଓ କଟକରେ ୪ଟି ସିଏନଜି ଷ୍ଟେସନର ଲୋକାର୍ପଣ ଆଜି ମଧ୍ୟ କରାଯାଇଛି। ଲୋକଙ୍କୁ ସ୍ୱଚ୍ଛ ଇନ୍ଧନ ଦିଗରେ ଏହା ଆଉ ଏକ […]

CNG-Filling-Station

CNG-Filling-Station

Ordigital Desk
  • Published: Tuesday, 08 June 2021
  • Updated: 08 June 2021, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ଦିନରେ ସମଗ୍ର ଦେଶରେ ୧୦ହଜାର ସିଏନଜି ଷ୍ଟେସନ୍ ପ୍ରତିଷ୍ଠା ସହ ୫କୋଟି ପିଏନଜି ସଂଯୋଗ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧ଟି ସିଏନଜି ଷ୍ଟେସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଓଡ଼ିଶାର ଭୁବନେଶ୍ୱରରେ ୭ଟି ଓ କଟକରେ ୪ଟି ସିଏନଜି ଷ୍ଟେସନର ଲୋକାର୍ପଣ ଆଜି ମଧ୍ୟ କରାଯାଇଛି। ଲୋକଙ୍କୁ ସ୍ୱଚ୍ଛ ଇନ୍ଧନ ଦିଗରେ ଏହା ଆଉ ଏକ ପଦକ୍ଷେପ।

ଓଡ଼ିଶାର ଯେଉଁ ୧୧ଟି ସିଏନଜି ଷ୍ଟେସନ ଉଦଘାଟନ ହୋଇଛି ସେଥିରେ ଭୁବନେଶ୍ୱରର ସାମନ୍ତରାପୁରଠାରେ ଆଇଓସିଏଲର ଲିଙ୍ଗରାଜ ଫିଲିଂ ଷ୍ଟେସନ, ଏନଏଚ-୧୬ରେ ଥିବା ଏଚପିସିଏଲ ରାଜପଥ ମୋଟର, ଦଳେଇପୁଟଠାରେ ଥିବା କୋକୋ-ଖୋର୍ଦ୍ଧା ଫିଲିଂ ଷ୍ଟେସନ, କିଆଝରି ଠାରେ ଥିବା ନନ୍ଦି ଫିଲି ଷ୍ଟେସନ, ଟାଙ୍ଗି ରାମେଶ୍ୱର ଛକଠାରେ ଥିବା ପାଇକରାୟ ଫିଲିଂ ଷ୍ଟେସନ, ପାହାଳରେ ମା’ ବିଶେଶ୍ୱରୀ ଫିଲିଂ ଷ୍ଟେସନ, ଅଗଲପଡ଼ାର ବାଲାଜୀ ଫିଲି ଷ୍ଟେସନରେ ସିଏନଜି ଯୋଗାଣର ଶୁଭାରମ୍ଭ ହୋଇଛି ।

ସେହିପରି କଟକ ଜିଲ୍ଲାର ଭାନପୁରଠାରେ ଥିବା ଟ୍ୱିନ୍‌ସିଟି ପେଟ୍ରୋଲିୟମ ଲିମିଟେଡ୍‌, ଟାଙ୍ଗିର କାଇରାପାରିସ୍ଥିତ ମା’ ଦୁର୍ଗା ଫିଲି ଷ୍ଟେସନ, ଟାଙ୍ଗିର ଗୁରୁ ମହାରାଜ ଫିଲିଂ ଷ୍ଟେସନ, ଚୌଦ୍ୱାରସ୍ଥିତ ରଶ୍ମି ଫିଲିଂ ଷ୍ଟେସନରେ ସିଏନଜି ଯୋଗାଣ ଆରମ୍ଭ ହୋଇଛି । ଏହି ସିଏନଜି ଷ୍ଟେସନ ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଣ ଦିଗରେ ଏହା ଆଉ ଏକ ପଦକ୍ଷେପ । ୫କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଂଚାଇବାର ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ପରିବେଶ ସୁରକ୍ଷିତ ରହିବ । ଇନ୍ଧନ କ୍ଷେତ୍ରରେ ଦେଶର ଆମଦାନୀ ଭାର ହ୍ରାସ ହେବ । ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ନୂଆ ଷ୍ଟାଟଅପ୍ ଆରମ୍ଭ ହେବ, ରୋଜଗାର ସୁଯୋଗ ବଢ଼ିବ । ଏକଂବିଶ ଶତାବ୍ଦୀରେ ଭାରତ ଆତ୍ମନିର୍ଭରଶୀଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ୨୦୨୫ ମସିହା ପେଟ୍ରୋଲରେ ଇଥାନଲର ଭାଗ ୨୦ ପ୍ରତିଶତ ମିଶ୍ରଣ କରାଯିବାର ଯୋଜନା ରହିଛି । ଗୁଜୁରାଟରେ ପ୍ରଥମ ହାଇଡ୍ରୋଜେନ ବିତରଣ ଷ୍ଟେସନ ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story