ଭିତର କନିକାରେ କୁମ୍ଭୀରବସା ଚିହ୍ନଟ ପ୍ରକିୟା ଶେଷ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ଚଳିତବର୍ଷ କେନ୍ଦ୍ରାପଡ଼ା ଭିତର କନିକା ଜାତୀୟ ଉଦ୍ୟାନ ପରିସରରେ ଥିବା ନଦୀ ଓ ନାଳ ଗୁଡ଼ିକରେ କୁମ୍ଭୀରବସା ଚିହ୍ନଟ ପ୍ରକିୟା ଶେଷ ହୋଇଛି। ଏଥର ମୋଟ ୧୦୩ ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୨ଟି ବାସା ଅଧିକ ରହିଛି। କନିକା ରେଞ୍ଜରେ ସର୍ବାଧିକ ୯୧ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୯ଟି, ଗହିରମଥାରେ ରେଞ୍ଜରେ ଗୋଟିଏ ଓ ମହାକାଳପଡ଼ା ରେଞ୍ଜରେ ୨ଟି ବସା ଚିହ୍ନଟ […]

crocodile1

crocodile1

Jitendra Garnayak
  • Published: Wednesday, 26 June 2019
  • Updated: 26 June 2019, 12:31 PM IST

Sports

Latest News

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ଚଳିତବର୍ଷ କେନ୍ଦ୍ରାପଡ଼ା ଭିତର କନିକା ଜାତୀୟ ଉଦ୍ୟାନ ପରିସରରେ ଥିବା ନଦୀ ଓ ନାଳ ଗୁଡ଼ିକରେ କୁମ୍ଭୀରବସା ଚିହ୍ନଟ ପ୍ରକିୟା ଶେଷ ହୋଇଛି। ଏଥର ମୋଟ ୧୦୩ ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୨ଟି ବାସା ଅଧିକ ରହିଛି।

କନିକା ରେଞ୍ଜରେ ସର୍ବାଧିକ ୯୧ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୯ଟି, ଗହିରମଥାରେ ରେଞ୍ଜରେ ଗୋଟିଏ ଓ ମହାକାଳପଡ଼ା ରେଞ୍ଜରେ ୨ଟି ବସା ଚିହ୍ନଟ କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଅଚାର୍ଯ୍ୟ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story