ସାପ ସହ ଶହେ ଘଣ୍ଟା...

କଥାରେ ଅଛି ବିପଦ ବେଳେ ଶତ୍ରୁ ବି ମିତ୍ର ପାଲଟି ପାରେ। ଏମିତି ଏକ ଲୋକ କଥା ରାହୁଲ ସାହୁ ଉଦ୍ଧାର ହେବା ପରେ ସତ୍ୟ ପ୍ରମାଣିତ ହୋଇଛି। କାରଣ ଛତିଶଗଡର ରାହୁଲଙ୍କ ଜୀବନ ମରଣର ସଂଘର୍ଷ ଏକା ନଥିଲା। ଶହେ ଘଣ୍ଟାର ଅନ୍ଧକାର ଜୀବନକୁ ୬୦ ଫୁଟ ଗାତ ଭିତରେ ରାହୁଲ ଏକାକୀ ବଞ୍ଚି ନଥିଲେ। ରାହୁଲଙ୍କ ସହ ସେହି ଗାତ ଭିତରେ ଥିଲା “ସାପ”। କଥାଟି ଅବିଶ୍ୱାସ ଭଳି ଲାଗୁ ଥିଲେ ମଧ୍ୟ ସତ। […]

Rahul

Rahul

Ordigital Desk
  • Published: Wednesday, 15 June 2022
  • Updated: 15 June 2022, 07:26 PM IST

Sports

Latest News

କଥାରେ ଅଛି ବିପଦ ବେଳେ ଶତ୍ରୁ ବି ମିତ୍ର ପାଲଟି ପାରେ। ଏମିତି ଏକ ଲୋକ କଥା ରାହୁଲ ସାହୁ ଉଦ୍ଧାର ହେବା ପରେ ସତ୍ୟ ପ୍ରମାଣିତ ହୋଇଛି। କାରଣ ଛତିଶଗଡର ରାହୁଲଙ୍କ ଜୀବନ ମରଣର ସଂଘର୍ଷ ଏକା ନଥିଲା। ଶହେ ଘଣ୍ଟାର ଅନ୍ଧକାର ଜୀବନକୁ ୬୦ ଫୁଟ ଗାତ ଭିତରେ ରାହୁଲ ଏକାକୀ ବଞ୍ଚି ନଥିଲେ। ରାହୁଲଙ୍କ ସହ ସେହି ଗାତ ଭିତରେ ଥିଲା “ସାପ”। କଥାଟି ଅବିଶ୍ୱାସ ଭଳି ଲାଗୁ ଥିଲେ ମଧ୍ୟ ସତ। ମଣିଷର ଗନ୍ଧ ବାରି ହିଂସ୍ର ହୋଇଯାଉଥିବା ସାପଟି ରାହୁଲଙ୍କୁ ସାମନ୍ୟ ଆଘାତ ଦେଇନଥିଲା। ବରଂ ରାହୁଲଙ୍କ ପରି ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା। ଆଉ ରାହୁଲଙ୍କ ସଂଘର୍ଷର ମୂକସାକ୍ଷୀ ସାଜିଥିଲା। ପ୍ରତିକୂଳ ପରିସ୍ଥିତିରେ ବଞ୍ଚି ରହି ସଂଗ୍ରାମ କରିବା ଲାଗି ରାହୁଲଙ୍କୁ ଦେଇଥିଲା ସହଯୋଗ!

ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ ଜନକ କଥାଟି ହେଉଛି, ସେହି ବୋରୱେଲ ଗାତରେ କେବଳ ରାହୁଲ ଓ ସାପ ନଥିଲେ। ସେମାନଙ୍କ ସହିତ ଥିଲା ଗୋଟିଏ ବେଙ୍ଗ। ସାପ ଓ ବେଙ୍ଗର ସଂପର୍କ କଣ ସମସ୍ତଙ୍କୁ ବେଶ ଜଣା। ଉଭୟଙ୍କ ସମ୍ପର୍କ ଖାଦ୍ୟ ଓ ଖାଦକର। ଏହା ସତ୍ତ୍ୱେ ବେଙ୍ଗକୁ ସାପ ଖାଇନଥିଲା। ବୋରୱେଲ୍‌ ଗାତ ଭିତରେ ସାପ ସହିତ ବେଙ୍ଗ ଭୋକିଲା ରହିଥିଲେ। ବେଙ୍ଗକୁ ସାପ ଖାଇନଥିଲା। ଭୋକ ଓ ଉପବାସରେ ରହିଥିଲେ ମଧ୍ୟ ସାପ ରାହୁଲଙ୍କୁ କାମୁଡି ନଥିଲା। ବରଂ ତାଙ୍କ ପାଖରେ ଶୋଇଥିବା ଦେଖିବାକୁ ମିଳିଥିଲା।

[caption id="attachment_741952" align="aligncenter" width="650"]Rahul ମେଡିକାଲରେ ଚିକିତ୍ସିତ ହେଉଛି ରାହୁଲ୍‌[/caption]

ରାହୁଲଙ୍କ ପାଇଁ ଯଦିଓ ଉଦ୍ଧାରକାରୀ ଟିମ୍‌ କିଛି ଖାଦ୍ୟ ପଠାଉଥିଲେ। ହେଲେ ତାହା ସାପ ଓ ବେଙ୍ଗ ପାଇଁ ପ୍ରଜୁଜ୍ୟ ନଥିଲା। ରାହୁଲଙ୍କ ଉଦ୍ଧାରକୁ ଚାତକ ପକ୍ଷୀ ପରି ବୋରୱେଲ୍‌ ଗର୍ତ୍ତ ବାହାରେ ଲୋକମାନେ ଚାହିଁ ବସିଥିଲେ। ସେତିକି ବ୍ୟଗ୍ର ମଧ୍ୟ ରାହୁଲଙ୍କ ସାଥୀ ସାଜିଥିବା ସାପ ଓ ବେଙ୍ଗ ଥିଲେ। କାରଣ ହୁଏତ ସେମାନଙ୍କୁ ଅନୁଭବ ହେଉଥିଲା, ମଣିଷ ଛୁଆଟିକୁ ବଂଚାଇବା ପାଇଁ ପୂରା ମାନବ ସମାଜ ଏକ ହୋଇ ପଡ଼ିଛନ୍ତି। ରାହୁଲ ଉଦ୍ଧାର ପାଇଗଲେ ହୁଏତ ସେମାନ ମଧ୍ୟ ଏହି ମହାବିପତ୍ତିରୁ ମୁକ୍ତି ପାଇଯିବେ। ପୁଣି ପୂର୍ବ ଭଳି ଖୋଲା  ଆକାଶ ତଳେ, ସୂର୍ଯ୍ୟ କିରଣ ତଳେ ମାଟି ମା’ର କୋଳେ ସେମାନେ ବିଚରଣ କରି ପାରିବେ।

ରାହୁଲଙ୍କୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ନେଇଥିବା ଛତିଶଗଡ ଜାଞ୍ଜଗିର-ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ଏ କାହାଣୀ ଗଣମାଧ୍ୟମ ଆଗାଣରେ ବଖାଣିଥିଲେ। ରାହୁଙ୍କ ସ୍ଥିତି ଜାଣିବା ପାଇଁ ଗାତ ଭିତରକୁ ପଠା ଯାଇଥିବା VLC କ୍ୟାମେରାରେ କଏଦ ହୋଇଥିଲା ରାହୁଲ ସହ ସାପ ଓ ବେଙ୍ଗଙ୍କ ଉପସ୍ଥିତି।

ଜିଲ୍ଲାପାଳଙ୍କ କହିବା ଅନୁସାରେ, ସେ ଯେତେବେଳେ ଜାଣିଲେ ବୋରୱେଲ ଗାତରେ ରାହୁଲ ସହ ସାପ ଓ ବେଙ୍ଗ ଅଛନ୍ତି, ତାଙ୍କ ଲୋମ ଟାଙ୍କୁରି ଉଠିଥିଲା। କେମିତି ରାହୁଲ ବଞ୍ଚିବ ସେ ନେଇ ଭଗବାନଙ୍କୁ ଡାକିଥିଲେ। ଯାହା ହେଉନା କାହିଁକି ୫ ଦିନର ପରିଶ୍ରମ ପରେ ୬୦ ଫୁଟ୍‌ର ଗର୍ତ୍ତ ଭିତରୁ ୧୦ ବର୍ଷର ରାହୁଲ ବଞ୍ଚିବା  ବାସ୍ତବିକ ଏକ ଚମତ୍କାର କୁହାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story