ମହାଶିବରାତ୍ରି: ମହୋଦଧି କୂଳରେ ଦର୍ଶନ କରନ୍ତୁ ୧୦୮ ବାଲୁକା ଲିଙ୍ଗ

Ordigital Desk
  • Published: Wednesday, 14 February 2018
  • , Updated: 14 February 2018, 07:38 AM IST
<p>ପୁରୀ(ଓଡିଶା ରିପୋର୍ଟର): ଜାଗର ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନିଆରା କଳାକୃତି ଦେଖିବାକୁ ମିଳିଛି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍&zwnj;ଷ୍ଟିଚ୍ୟୁଟ୍&zwnj; ପକ୍ଷରୁ ବେଳାଭୂମିରେ ୧୦୮ ଶିବଲିଙ୍ଗ ତିଆରି କରାଯାଇଛି। ସାରା ଦେଶରେ ଏହିଭଳି ବାଲୁକା କଳା ପ୍ରଥମ ଥର ପାଇଁ କରାଯାଇଥିବାରୁ ଏହା ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରିଛନ୍ତି ସୁଦର୍ଶନ । ବେଳାଭୂମିରେ ଏହି ବାଲୁକା କଳାକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍&nbsp; ଉତ୍ସାହ ଦେଖିବାକୁ ମିଳିଛି।</p>

Related story