୧୧ ହଜାର ନମୁନା ପରୀକ୍ଷା: ଓଡ଼ିଶାରେ ନାହିଁ ବାର୍ଡଫ୍ଲୁ, ଚିକେନ‌-ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡଫ୍ଲୁ ଚିହ୍ନଟ ହୋଇନି। ବାହାରୁ ଆସୁଥିବା ପକ୍ଷୀଙ୍କ ମଧ୍ୟରୁ ପ୍ରାୟ ୧୧ହଜାର ନମୁନା ସଂଗ୍ରହ କରାଯାଇଥିଲେ ବି କୌଣସିଟିରେ ଏହି ରୋଗର ଲକ୍ଷଣ ମିଳନି । ଆଜି ମଧ୍ୟ ପ୍ରାୟ ୩୦୦ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଉଛି। କୋଲକାତାଠାରେ ଥିବା ଆଂଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପ୍ରେରଣ କରାଯାଉଛି ବୋଲି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଉତ୍ପାଦିତ କୁକୁଡ଼ା […]

bird-flu

bird-flu

Manoranjan Sial
  • Published: Thursday, 07 January 2021
  • Updated: 07 January 2021, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡଫ୍ଲୁ ଚିହ୍ନଟ ହୋଇନି। ବାହାରୁ ଆସୁଥିବା ପକ୍ଷୀଙ୍କ ମଧ୍ୟରୁ ପ୍ରାୟ ୧୧ହଜାର ନମୁନା ସଂଗ୍ରହ କରାଯାଇଥିଲେ ବି କୌଣସିଟିରେ ଏହି ରୋଗର ଲକ୍ଷଣ ମିଳନି । ଆଜି ମଧ୍ୟ ପ୍ରାୟ ୩୦୦ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଉଛି। କୋଲକାତାଠାରେ ଥିବା ଆଂଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପ୍ରେରଣ କରାଯାଉଛି ବୋଲି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଉତ୍ପାଦିତ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବିଭାଗ ସ୍ପଷ୍ଟ କରିଥିବାବେଳେ ଏହାକୁ ଖାଇବା ସମୟରେ ଭଲଭାବେ ସିଝାଇବା ନିମନ୍ତେ ପରାମର୍ଶ ଦେଇଛି।

ବିଭାଗ ପକ୍ଷରୁ କଟକଠାରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ବାର୍ଡଫ୍ଲୁ ସମ୍ବନ୍ଧୀୟ କୌଣସି ତଥ୍ୟ ନିମନ୍ତେ ନିର୍ଦ୍ଦେଶାଳୟର ୩ଜଣ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସେମାନଙ୍କର ମୋବାଇଲ ଫୋନ୍ ନମ୍ବରକୁ ମଧ୍ୟ ସାର୍ବଜନୀନ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ପଂଚାୟତର ଗୋବିନ୍ଦପୁର ଗାଁରେ ୧୨୦ଟି କୁକୁଡ଼ା ମୃତ୍ୟୁ ହେବାର ରିପୋର୍ଟ ମିଳିଥିଲା। ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଳ୍ଲାସ୍ତରୀୟ ତ୍ୱରିତ୍ କାର୍ଯ୍ୟକାରୀ ଦଳର ସଦସ୍ୟମାନେ ତୁରନ୍ତ ସେଠାରେ ପହଂଚି କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ କୁକୁଡ଼ାଙ୍କ ମଧ୍ୟରୁ ୫ଟିକୁ ପରୀକ୍ଷଣ ନିମନ୍ତେ ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଥିଲା। ସମସ୍ତ ୫ଟି ନମୁନାର ପରୀକ୍ଷା ପରେ କୌଣସିଟିରେ ଏହି ରୋଗର ଲକ୍ଷଣ ମିଳିନାହିଁ। ସମସ୍ତ ମୃତ କୁକୁଡ଼ାଗୁଡ଼ିକୁ ଗଭୀର ଗାତରେ ବିଶୋଧକ ପ୍ରୟୋଗ କରି ପୋତିଦିଆଯାଇଛି।

ସରକାର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଓ ଯେକୌଣସି ପରିସ୍ଥିତିର ସମାଧାନ ପାଇଁ ତତ୍ପର ଅଛନ୍ତି। ବାର୍ଡ ଫ୍ଲୁ ସନ୍ଦେହ କରାଯାଉଥିବା କୌଣସି ସ୍ଥାନକୁ ତୁରନ୍ତ ଗସ୍ତ କରିବା ନିମନ୍ତେ ରାଜ୍ୟସ୍ତରରେ ୯ଟି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରାଯାଇଛି। ଏଥିନିମନ୍ତେ ପ୍ରତି ଜିଲ୍ଲାସ୍ତରରେ ୧୦ରୁ ୧୫ଟି ତ୍ୱରିତ୍ କାର୍ଯ୍ୟକାରୀ ଦଳ ଗଠନ କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story