ସାମ୍ୱାଦିକଙ୍କ ଅବସ୍ଥା ବେହାଲ୍! କାଲି ୩୧, ଆଜି ୧୨ ଜଣ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଘାଇଲା କଲାଣି କରୋନା। ଗତକାଲି ୩୧ ଜଣ ଗଣମାଧ୍ୟମ ପ୍ରତିଧିନି ମହାମାରୀ କରୋନା ଜାଲରେ ପଡ଼ିଥିବା ବେଳେ ଆଜି ଆଉ ୧୨ ଜଣ ପଡ଼ିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। Update on newly detected & cured #COVID19 cases in the last 24 hrs under the BMC area on 5th Sep 2020(till 9am). Further contact […]

bmc

bmc

Manoranjan Sial
  • Published: Saturday, 05 September 2020
  • Updated: 05 September 2020, 06:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଘାଇଲା କଲାଣି କରୋନା। ଗତକାଲି ୩୧ ଜଣ ଗଣମାଧ୍ୟମ ପ୍ରତିଧିନି ମହାମାରୀ କରୋନା ଜାଲରେ ପଡ଼ିଥିବା ବେଳେ ଆଜି ଆଉ ୧୨ ଜଣ ପଡ଼ିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

https://twitter.com/bmcbbsr/status/1302218921156648961?s=20

ଆଜି ଭୁବନେଶ୍ୱର ଟାଉନ୍‌ରୁ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୪୨ କ୍ୱାରେଣ୍ଟାଇନ୍‌ରୁ ଓ ୧୬୭ ଲୋକାଲ୍‌ କେସ। ହାଛଡ଼ା ଚନ୍ଦ୍ରଶେଖରପୁରରୁ ୧୧, ଷ୍ଟେସନ ସ୍କୋୟାରରୁ ୭, ୟୁନିଟ-୯ରୁ ୬, ଭିଏସ୍ଏସ୍ ନଗରରୁ ୧୦, ନୟାପଲ୍ଲୀରୁ ୬ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ଆଜି ୩୪୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୨୮୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୮୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୮୮୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story