ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ କଟକଣା ମଧ୍ୟରେ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ୧୨ଟି ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଇଛନ୍ତି। ଏହି ୧୨ଟି ଅଧ୍ୟାଦେଶକୁ ଆସନ୍ତା ବିଧାନସଭା ଅଧିବେଶନରେ ଅନୁମୋଦନ କରାଇବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୨୯ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ୮ଦିନିଆ ଅଧିବେଶନରେ ରାଜ୍ୟ ସରକାର ଯେଉଁ ୧୨ଟି ଅଧ୍ୟାଦେଶକୁ ଉପସ୍ଥାପନ କରିବେ ସେଥିରେ ଉଚ୍ଚଶିକ୍ଷା ବିଭାଗ,ଶ୍ରମ, ନଗର ଉନ୍ନୟନ ବିଭାଗର ଗୋଟିଏ ଲେଖାଏଁ ଅଧ୍ୟାଦେଶ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ୨ଟି, […]

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ କଟକଣା ମଧ୍ୟରେ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ୧୨ଟି ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଇଛନ୍ତି। ଏହି ୧୨ଟି ଅଧ୍ୟାଦେଶକୁ ଆସନ୍ତା ବିଧାନସଭା ଅଧିବେଶନରେ ଅନୁମୋଦନ କରାଇବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୨୯ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ୮ଦିନିଆ ଅଧିବେଶନରେ ରାଜ୍ୟ ସରକାର ଯେଉଁ ୧୨ଟି ଅଧ୍ୟାଦେଶକୁ ଉପସ୍ଥାପନ କରିବେ ସେଥିରେ ଉଚ୍ଚଶିକ୍ଷା ବିଭାଗ,ଶ୍ରମ, ନଗର ଉନ୍ନୟନ ବିଭାଗର ଗୋଟିଏ ଲେଖାଏଁ ଅଧ୍ୟାଦେଶ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ୨ଟି, ଅର୍ଥ ବିଭାଗର ୩ଟି, ସମବାୟ ବିଭାଗ ଓ ଆଇନ ବିଭାଗର ୨ଟି ଅଧ୍ୟାଦେଶ ସାମିଲ ଅଛି।

ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡ(ସଂଶୋଧନ) ଅଧ୍ୟାଦେଶ-୨୦୨୦, ଓଡ଼ିଶା ମ୍ୟୁନିସପାଲ ଲ’(ସଂଶୋଧନ) ଅଧ୍ୟାଦେଶ-୨୦୨୦, ମହାମାରୀ (ଓଡ଼ିଶା ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶ-୨୦୨୦, ମହାମାରୀ(ସଂଶୋଧନ) ଅଧ୍ୟାଦେଶ-୨୦୨୦, କଣ୍ଟିଜେନ୍ସି ଫଣ୍ଡ(ସଂଶୋଧନ) ଅଧ୍ୟାଦେଶ-୨୦୨୦, ଜିଏସଟି (ସଂଶୋଧନ) ଅଧ୍ୟାଦେଶ-୨୦୨୦, ଜିଏସଟି(ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶ-୨୦୨୦, ଓଡ଼ିଶା କୃଷି ଉତ୍ପାଦ ଓ ପଶୁସମ୍ପଦ ଚାଷ ଓ ସେବା(ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ-୨୦୨୦, ଓଡ଼ିଶା ଏଗ୍ରିକଲଚାରାଲ ପ୍ରଡ୍ୟୁସ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ(ପ୍ରୋମୋସନ ଓ ଫେସିଲିସେନ) ଅଧ୍ୟାଦେଶ-୨୦୨୦, କୋର୍ଟ ଫି(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦, ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍‌(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ-୨୦୨୦ ଆସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, କରୋନା କଟକଣା ମଧ୍ୟରେ ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଚାଲିବ। ୭ଟି ସରକାରୀ କାର୍ଯ୍ୟଦିବସ ଥିବାବେଳେ ଗୋଟିଏ ବେସରକାରୀ ଦିବସ ଅଛି। ଚଳିତ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story