୨ ଦିନ ପରେ ସାମାନ୍ୟ ଖସିଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୨ ଦିନ ଧରି ରାଜ୍ୟରେ ପଜିଟିଭ ସଂଖ୍ୟା ୧୩ଶହ ଉପରେ ରହୁଥିବା ବେଳେ ଆଜି ତାହା ସାମାନ୍ୟ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ହେଉଛି ୫୦୬। ସେହିପରି ଆଉ  ୬୬  ମୃତକଙ୍କ ସୂଚନା ଦେଲେ ରାଜ୍ୟ ସରକାର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୬୩୦୨ ରେ ପହଞ୍ଚିଛି। ଖୋର୍ଦ୍ଧାରୁ […]

corona virus

corona virus

Niharika Rout
  • Published: Friday, 06 August 2021
  • Updated: 06 August 2021, 11:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୨ ଦିନ ଧରି ରାଜ୍ୟରେ ପଜିଟିଭ ସଂଖ୍ୟା ୧୩ଶହ ଉପରେ ରହୁଥିବା ବେଳେ ଆଜି ତାହା ସାମାନ୍ୟ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ହେଉଛି ୫୦୬। ସେହିପରି ଆଉ  ୬୬  ମୃତକଙ୍କ ସୂଚନା ଦେଲେ ରାଜ୍ୟ ସରକାର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୬୩୦୨ ରେ ପହଞ୍ଚିଛି।

ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  କଟକରୁ ୧୭୩, ବାଲେଶ୍ୱରରୁ ୬୩, ଜଗତସିଂହପୁରରୁ ୬୦, ପୁରୀରୁ ୫୮, ଯାଜପୁରରୁ ୫୭,  ଅନୁଗୋଳରୁ ୫୫, କେନ୍ଦ୍ରାପଡ଼ାରୁ ୩୨, ଭଦ୍ରକରୁ ୨୨,  କେନ୍ଦୁଝରରୁ ୧୬, ଢେଙ୍କାନାଳରୁ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ମୟୂରଭଞ୍ଜରୁ ୩୩,  ନୟାଗଡ଼ରୁ ୨୫,     ସମ୍ବଲପୁରରୁ ୨୪, ସୁନ୍ଦରଗଡ଼ରୁ ୨୦, କନ୍ଧମାଳରୁ ୧୬, ଗଞ୍ଜାମରୁ ୧୨,  ରାୟଗଡ଼ାରୁ ୮,  ବରଗଡ଼, ଦେବଗଡ଼, ବଲାଙ୍ଗିରରୁ ୫ ଲେଖାଏ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି  ,   ମାଲକାନଗିରି, ନବରଙ୍ଗପୁରରୁ ୪ ଲେଖାଏ,  ଝାରସୁଗୁଡ଼ା, ସୋନପୁରରୁ ୩ ଲେଖାଏ , କଳାହାଣ୍ଡି, କୋରାପୁଟ, ନୂଆପଡ଼ାରୁ ୨ ଲେଖାଏ ,  ଗଜପତିରୁ ୧ ଓ ଷ୍ଟେଟ ପୁଲ୍‌ରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୬୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ୱରରୁ ୬, ଭଦ୍ରକରୁ ୧, ବଲାଙ୍ଗିରରୁ ୨, କଟକରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୧, ନୂଆପଡ଼ାରୁ ୧, ପୁରୀରୁ ୨, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏଥିସହ ଅନୁଗୋଳରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୭୧ ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୨୦୩ , ଭଦ୍ରକରେ ୯୩ , ବଲାଙ୍ଗିରରେ ୧୦୮ , କଟକରେ ୩୯୮ , ଗଞ୍ଜାମରେ ୪୬୦ , ଝାରସୁଗୁଡ଼ାରେ ୧୬୧ , କନ୍ଧମାଳରେ ୭୭ , କେନ୍ଦୁଝରରେ ୧୩୪ , ଖୋର୍ଦ୍ଧାରେ ୧୨୩୮ , ମୟୂରଭଞ୍ଜରେ ୨୨୩ , ନୟାଗଡ଼ରେ ୧୫୪, ନୂଆପଡ଼ାରେ ୮୧ , ପୁରୀରେ ୩୯୮ , ରାୟଗଡ଼ାରେ୧୬୦ , ସମ୍ବଲପୁରରେ ୧୭୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story