ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା (ପବନ ତିୱାରୀ): ପାମ୍ପଡ଼, ବିଡ଼ି ତିଆରି କରି ଘରେ ବିକୁଥିବା ମହିଳାଙ୍କ ନାଁରେ ଆଜି ଜିଏସ୍‌ଟି ଠକେଇ ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୧୩ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏପରି ଅଭିଯୋଗ ଇସ୍ପାତ ନଗରୀ ରାଉରକେଲାରୁ ଆସିଛି। ଏନେଇ ନୋଟିସ ହେବା ପରେ ମହିଳା ଜଣକ ୩ ଥର ହାଜର ହୋଇ ନିଜର ମତାମତ ରଖିଛନ୍ତି। ରାଉରକେଲା ବାଲୁ ଘାଟ ଅଞ୍ଚଳର ଝୁନୁ ପ୍ରଧାନ ନାମକ ଜଣେ ଗରିବ ମହିଳା। ସେ […]

gst

gst

Manoranjan Sial
  • Published: Friday, 15 January 2021
  • Updated: 15 January 2021, 04:01 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ପାମ୍ପଡ଼, ବିଡ଼ି ତିଆରି କରି ଘରେ ବିକୁଥିବା ମହିଳାଙ୍କ ନାଁରେ ଆଜି ଜିଏସ୍‌ଟି ଠକେଇ ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୧୩ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏପରି ଅଭିଯୋଗ ଇସ୍ପାତ ନଗରୀ ରାଉରକେଲାରୁ ଆସିଛି। ଏନେଇ ନୋଟିସ ହେବା ପରେ ମହିଳା ଜଣକ ୩ ଥର ହାଜର ହୋଇ ନିଜର ମତାମତ ରଖିଛନ୍ତି।

ରାଉରକେଲା ବାଲୁ ଘାଟ ଅଞ୍ଚଳର ଝୁନୁ ପ୍ରଧାନ ନାମକ ଜଣେ ଗରିବ ମହିଳା। ସେ ପାମ୍ପଡ଼, ବଡି, ଆଦି ତିଆରି କରି ଘରକୁ ଘର ବୁଲି ବିକ୍ରି କରି ପରିବାର ଚଳାନ୍ତି। ଏବେ ସେ ଜିଏସ୍‌ଟି ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି। ତାଙ୍କ ନାଁରେ ଆସିଛି ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ। ଝୁନୁଙ୍କ କାଗଜପତ୍ରରେ ତ୍ରିନେତ୍ର ଟ୍ରେଡର୍ସ ନାମକ ଏକ ଜାଲ କମ୍ପାନୀ ୭୪ ଲକ୍ଷ କାରବାର କରିଛି। ସେଥିରେ ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ନେଇ ଝୁନୁଙ୍କୁ ନୋଟିସ ହୋଇଛି। ଏହା ପରେ ଝୁନୁ ୩ ଥର ହାଜର ହୋଇ ନଜର ମତ ରଖିଛନ୍ତି।

ଝୁନୁଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ଋଣ କରାଇଦେବାକୁ ସବୁ କାଗଜପତ୍ର ନେଇଥିଲେ। ପରେ ଋଣ ହୋଇପାରିଲା ନାହିଁ ବୋଲି କହି କାଗଜପତ୍ର ଫେରାଇ ଦେଇଥିଲା। ତାହାର ବର୍ଷକ ପରେ ନୋଟିସ୍‌ ଆସିଥିବା ଝୁନୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story