‘ଅଦିନିଆ ବର୍ଷାରେ ୧୯ଟି ଜିଲ୍ଲାର ୧୩୫ ବ୍ଲକ ପ୍ରଭାବିତ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଦିନିଆ ବର୍ଷା ଜନିତ ଫସଲହାନୀ ରିପୋର୍ଟ ପ୍ରକାଶ ପାଇଛି। ୨୬ଟି ଜିଲ୍ଲାର ଜିଲ୍ଲାପାଳ ଏସ୍‌ଆସିଙ୍କୁ ଫସଲହାନୀ ରିପୋର୍ଟ ଦେଇଛନ୍ତି। ୧୯ଟି ଜିଲ୍ଲାର ୧୩୫ ବ୍ଲକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ସେହିପରି ୨ ହଜାର ୪୫୩ ପଞ୍ଚାୟତ ଓ ୩୫ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ୩ ଲକ୍ଷ ୮୪ ହଜାର ହେକ୍ଟର ଚାଷଜମିରେ ଫସଲ ହାନି ହୋଇଥିବା ରିପୋର୍ଟରେ ଅଛି।

Kharif Corp

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 10:12 PM IST

Related story