ଗଭୀର ସମୁଦ୍ରରୁ ଜୀବନ ନେଇ କୂଳକୁ ଫେରିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ(ଏନ୍‌ଏମ୍‌ ବୈଶାଖ): ଜୀବନ ଓ ଜୀବିକା ପାଇଁ ସେମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ମାଡ଼ି ଆସିଲା ଝଡ ତୋଫାନ୍‌। ମତ୍ସ୍ୟଜୀବୀମାନେ କିଛି ବୁଝିପାରିଲେ ନାହିଁ। ସମୁଦ୍ରର କୋପ ଦେଖି କିଛି କୂଳକୁ ଫେରିଆସିବାକୁ ଉଦ୍ୟମ କଲା ବେଳେ ୧୪ ଜଣ ମତ୍ସ୍ୟଜୀବୀ ମଝି ସମୁଦ୍ରରେ ଫସି ଯାଇଥିଲେ। ସୌଭାଗ୍ୟକ୍ରମେ କୋଷ୍ଟଗାର୍ଡ ଅଧିକାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ଏବେ ସୁରକ୍ଷିତ ଭାବେ ଘାରକୁ ଫେରିଛନ୍ତି। ଗତ ୨୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା […]

paradeep

paradeep

Jyoshna Pradhan
  • Published: Saturday, 22 September 2018
  • Updated: 22 September 2018, 11:35 AM IST

Sports

Latest News

ପାରାଦୀପ(ଏନ୍‌ଏମ୍‌ ବୈଶାଖ): ଜୀବନ ଓ ଜୀବିକା ପାଇଁ ସେମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ମାଡ଼ି ଆସିଲା ଝଡ ତୋଫାନ୍‌। ମତ୍ସ୍ୟଜୀବୀମାନେ କିଛି ବୁଝିପାରିଲେ ନାହିଁ। ସମୁଦ୍ରର କୋପ ଦେଖି କିଛି କୂଳକୁ ଫେରିଆସିବାକୁ ଉଦ୍ୟମ କଲା ବେଳେ ୧୪ ଜଣ ମତ୍ସ୍ୟଜୀବୀ ମଝି ସମୁଦ୍ରରେ ଫସି ଯାଇଥିଲେ।

ସୌଭାଗ୍ୟକ୍ରମେ କୋଷ୍ଟଗାର୍ଡ ଅଧିକାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ଏବେ ସୁରକ୍ଷିତ ଭାବେ ଘାରକୁ ଫେରିଛନ୍ତି।

ଗତ ୨୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଝଡ଼ ବାତ୍ୟା ହୋଇଥିଲା। ମାତ୍ର ଏ ସମ୍ପର୍କରେ ସୂଚନା ନପାଇ ପାରାଦୀପରୁ କେତେକ ମତ୍ସ୍ୟଜୀବୀ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ।

ସମୁଦ୍ର ଅଶାନ୍ତ ରହୁଥିବା ଦେଖି କିଛି ମତ୍ସ୍ୟଜୀବୀ କୂଳକୁ ଫେରି ଆସିଥିଲେ। ହେଲେ ‘ନିର୍ମାଣ-୬’ ଓ ‘ଓମ୍ ମାଆ ପାର୍ବତୀ’ ନାମକ ୨ଟି ବୋଟ୍‌ରେ ଯାଇଥିବା ୧୪ଜଣ ମତ୍ସ୍ୟଜୀବୀ ଆସିନପାରି ଗଭୀର ସମୂଦ୍ରରେ ଫସି ଯାଇଥିଲେ।

ଝଡ଼ବାତ୍ୟାର ପ୍ରକୋପ ବଢିବା ସାଙ୍ଗକୁ ୧୪ଜଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଇଥିଲା। ଏ ସମ୍ପର୍କରେ ମତ୍ସଜୀବୀ ସଂଘର କର୍ମକର୍ତ୍ତା ସ୍ଥାନୀୟ କୋଷ୍ଟଗାର୍ଡ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ଖବର ପାଇ କୋଷ୍ଟଗାର୍ଡ ଜାହାଜ ‘ସୁଜୟ’ ସମୁଦ୍ର ମଧ୍ୟକୁ ଯାଇ ୨ଟି ବୋଟ୍‌କୁ ଠାବ କରିବା ସହ ‌ ୧୪ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

ତେବେ ଆଜି ପାଗ ବଦଳିବା ପରେ କୂଳକୁ ଅଣାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଛାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story