ଅଜଣା ରୋଗରେ ମଲେଣି ୧୪ ଛେଳି

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗାଁରେ ସପ୍ତାହେ ମଧ୍ୟରେ ୧୪ ଛେଳିଙ୍କର ମୃତ୍ୟୁ ହୋଇ ସାରିଲାଣି । ହେଲେ ମୃତ୍ୟୁର କାରଣ ଜଣାପଡ଼ିପାରି ନାହିଁ। ଗାଁର ହରି ବାରକୁଟିଆ ଏବଂ ବଳରାମ ସେଠୀଙ୍କର ଛେଳି ପ୍ରଥମେ ଅସୁସ୍ଥ ହୋଇପଡିଥିଲେ।  କିଛି ଦିନ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଗାଁରେ ପ୍ରାଣୀ ଚିକିତ୍ସାଳୟ ରହିଥିଲେ ବି ଡାକ୍ତରଙ୍କ ଦେଖା ମିଳୁ ନ ଥିବାରୁ ଗ୍ରାମବାସୀ ଘରୋଇ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଖୁବ୍‌ […]

sonepur

sonepur

Niharika Rout
  • Published: Friday, 06 December 2019
  • Updated: 06 December 2019, 12:13 PM IST

Sports

Latest News

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗାଁରେ ସପ୍ତାହେ ମଧ୍ୟରେ ୧୪ ଛେଳିଙ୍କର ମୃତ୍ୟୁ ହୋଇ ସାରିଲାଣି । ହେଲେ ମୃତ୍ୟୁର କାରଣ ଜଣାପଡ଼ିପାରି ନାହିଁ।

ଗାଁର ହରି ବାରକୁଟିଆ ଏବଂ ବଳରାମ ସେଠୀଙ୍କର ଛେଳି ପ୍ରଥମେ ଅସୁସ୍ଥ ହୋଇପଡିଥିଲେ।  କିଛି ଦିନ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଗାଁରେ ପ୍ରାଣୀ ଚିକିତ୍ସାଳୟ ରହିଥିଲେ ବି ଡାକ୍ତରଙ୍କ ଦେଖା ମିଳୁ ନ ଥିବାରୁ ଗ୍ରାମବାସୀ ଘରୋଇ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଖୁବ୍‌ କମ୍‌ ଦିନରେ ଏହି ରୋଗ ବ୍ୟାପି ବହୁ ଛେଳିଙ୍କର ମୃତ୍ୟୁ ହୋଇଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଗାଁର ଛେଳୀ ଚାଷୀ।  କୋଟସମଲାଇ ଗାଁରେ ଏତେ ସଂଖ୍ୟାରେ ଛେଳିଙ୍କ ମୃତ୍ୟୁ ହୋଇଥିଲେବି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଗାଁକୁ କେହି ଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

ଏହି ରୋଗ ଭୁତାଣଜନିତ ଏବଂ ଠିକ‌୍‍ ସମୟରେ ଭ୍ୟାକସିନ୍‌ ଦିଆଯାଇନଥିବାରୁ ଏହି ରୋଗ ବ୍ୟାପିଥିବା କହିବା ସହ ଜିଲ୍ଲାରେ ଆବଶ୍ୟକ ମୁତାବକ ଭ୍ୟାକସିନ୍‌ ନଥିବା କହିଛନ୍ତି ବିଭାଗୀୟ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story