ପାରାଦୀପ ବନ୍ଦରରେ ଲାଗିଲା ଜାହାଜ, ବାହାରିଲେ ୧୪ ପଜିଟିଭ

ପାରାଦୀପ(ରମାକାନ୍ତ ନାୟକ): ରାଜ୍ୟରେ କରୋନା ମହାମାରୀ ପୁଣି ଥରେ ନିଜ କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଗତକାଲି ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗତ ସନ୍ଧ୍ୟାରେ ପାରାଦୀପ ବନ୍ଦରରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏହି ଜାହାଜ  କୋଷ୍ଟାଲ ସିପିଂରେ ଦେଶର ଅନ୍ୟାନ୍ୟ ବନ୍ଦର ଅତିକ୍ରମ କରି ଆସିଥିଲା । ତାମିଲନାଡୁର ତୁତିକୋରିନ୍ ବନ୍ଦରରୁ ୩ ଦିନ ତଳେ ଏହି ଜାହାଜ ଆସି ପାରାଦୀପରେ […]

covid positive

covid positive

Niharika Rout
  • Published: Monday, 29 March 2021
  • Updated: 30 March 2021, 09:34 AM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ରାଜ୍ୟରେ କରୋନା ମହାମାରୀ ପୁଣି ଥରେ ନିଜ କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଗତକାଲି ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗତ ସନ୍ଧ୍ୟାରେ ପାରାଦୀପ ବନ୍ଦରରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ଏହି ଜାହାଜ  କୋଷ୍ଟାଲ ସିପିଂରେ ଦେଶର ଅନ୍ୟାନ୍ୟ ବନ୍ଦର ଅତିକ୍ରମ କରି ଆସିଥିଲା । ତାମିଲନାଡୁର ତୁତିକୋରିନ୍ ବନ୍ଦରରୁ ୩ ଦିନ ତଳେ ଏହି ଜାହାଜ ଆସି ପାରାଦୀପରେ ଲାଗିଥିଲା ।

କୋଭିଡ ନିୟମ ଅନୁସାରେ SELF DECLARATION  ଦେବାରୁ କେତେକଙ୍କଠାରେ କରୋନା ଲକ୍ଷଣ ଥିବା ଜଣାପଡିଥିଲା । ଏହାପରେ ଜାହାଜର ସମସ୍ତ ୨୮ ଜଣଙ୍କର RTPCR ଟେଷ୍ଟ କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ପଜିଟିଭ ଥିବା ଜଣାପଡିଥିଲା ।

ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ସହ ଜାହାଜଟିକୁ ସାନିଟାଇଜ କରାଯାଇଛି । ଅବଶିଷ୍ଟ  ୧୪ କର୍ମଚାରୀଙ୍କୁ ସେହି ଜାହାଜର ଉପର କ୍ୟାବିନରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ରେ ପହଞ୍ଚିଥିଲା।  ୨୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୯ଟି ହେଉଛି ଲୋକାଲ୍ କେସ୍‌।

ଗତକାଲି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଏହି ଜିଲ୍ଲାରୁ  କେବଳ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।   ଏହାପରେ ନୂଆପଡ଼ା ଜିଲ୍ଲାରୁ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story