୧୪ଟି ସହରର ତାପମାତ୍ର ୪୦ ଡେଇଁଲା, ଭୁବନେଶ୍ୱରରେ ସର୍ବାଧିକ ୪୪ ଡିଗ୍ରୀ

ଭୁବନେଶ୍ୱର: ଜୁନ୍ ୮ ତାରିଖରେ ରାଜ୍ୟର ୪ଟି ପ୍ରମୁଖ ସହରରେ ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଜୁନ୍ ୯ ତାରିଖରେ ୯ଟି ସହରର ତାପାମାତ୍ର ୪୦ ଟପି ଥିଲା। ଆଉ ଆଜି ବି ଏହି ଧାରା ଅବ୍ୟାହତ ରହିଥିଲା। ୧୪ଟି ସହରରେ ତାପାମାତ୍ର ୪୦ ଡିଗ୍ରୀ ପାର କରିଥିଲା। ଜୁନ୍ ୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁ ଥିଲା। ତା’ପରେ ଓଡ଼ିଶାରେ ଦୁଇ ଦିନ ଧରି ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲା। […]

heat

heat

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 01:44 PM IST

Sports

Latest News

ଭୁବନେଶ୍ୱର: ଜୁନ୍ ୮ ତାରିଖରେ ରାଜ୍ୟର ୪ଟି ପ୍ରମୁଖ ସହରରେ ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଜୁନ୍ ୯ ତାରିଖରେ ୯ଟି ସହରର ତାପାମାତ୍ର ୪୦ ଟପି ଥିଲା। ଆଉ ଆଜି ବି ଏହି ଧାରା ଅବ୍ୟାହତ ରହିଥିଲା। ୧୪ଟି ସହରରେ ତାପାମାତ୍ର ୪୦ ଡିଗ୍ରୀ ପାର କରିଥିଲା। ଜୁନ୍ ୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁ ଥିଲା। ତା’ପରେ ଓଡ଼ିଶାରେ ଦୁଇ ଦିନ ଧରି ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲା। କିନ୍ତୁ ତା’ପରେ ସ୍ଥିତି ଏୟା। ତିନି ଦିନି ହେଲାଣି ପାରଦ ବଢ଼ି ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଚାଲି ଯାଉଛି। ଲାଗୁଛି ପୁଣି ମେ’ ମାସ ଫେରିଆସିଛି। ରାଜ୍ୟରେ ଏହି ତାତି ସ୍ଥିତି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। ଏଠାରେ ତାପମାତ୍ର ୪୪ ଡିଗ୍ରୀ ରହିଥିଲା। ସେହିପରି ଚାନ୍ଦବାଲିରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨.୯, ଅନୁଗୁଳ ୪୨.୭, ଝାରସୁଗୁଡ଼ା ୪୨.୬, ତାଳଚେର ୪୨.୨, ବଲାଙ୍ଗୀର ୪୨.୦, ବାରିପଦା ୪୧.୮, ହୀରାକୁଦ ୪୧.୭, ବାଲେଶ୍ୱର ୪୧.୨, ସୁନ୍ଦରଗଡ଼ ୪୧.୦, ଟିଟିଲାଗଡ଼ ୪୧.୦, ଭବାନୀପାଟଣା ୪୦.୨ ଓ ଢେଙ୍କାନାଳ ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ଆସନ୍ତାକାଲି ବି ଏହିଭଳି ତାତି ରହିବ। ୧୨ ତାରିଖରୁ ଟିକେ ଆଶ୍ୱସ୍ତି ମିଳିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୩ ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା  ୪୦ ଡିଗ୍ରୀ ଟପିଥିଲା। ସମ୍ୱଲପୁରରେ ତାପମାତ୍ରା ସର୍ବାଧିକ ୪୨.୯ ଡିଗ୍ରୀ ରହିଥିଲା। ତା’ତଳକୁ ଝାରସୁଗୁଡାରେ ୪୧.୮ଡିଗ୍ରୀ, ଅନୁଗୋଳରେ ୪୧.୭, ହୀରାକୁଦରେ ୪୧.୭, ତାଳଚେରରେ ୪୦.୬, ଚାନ୍ଦବାଲିରେ ୪୦.୮, ତାଳଚେରରେ ୪୦.୬,  ବାରିପଦାରେ ୪୦.୬,ଭୁବନେଶ୍ୱରରେ ୪୧.୭ ଓ ସୁନ୍ଦରଗଡରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story