ବୈତରଣୀ ନଦୀ ବନ୍ଧରେ ୧୫ ଫୁଟ୍‌ର ଫାଟ; ଲୋକେ ଭୟଭୀତ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ବୈତରଣୀ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟ୍‌ର ଫାଟ ସୃଷ୍ଟି ହୋଇଛି। ସାଥିବାକୁଡ଼ା ଗାଁ ନିକଟରେ ମୋଟ ୩ଟି ଫାଟ ଦେଖା ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ନଦୀବନ୍ଧ ଭାଙ୍ଗିଲେ ୩ଟି ପଞ୍ଚାୟର […]

222

222

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 11:14 AM IST

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ବୈତରଣୀ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟ୍‌ର ଫାଟ ସୃଷ୍ଟି ହୋଇଛି। ସାଥିବାକୁଡ଼ା ଗାଁ ନିକଟରେ ମୋଟ ୩ଟି ଫାଟ ଦେଖା ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ନଦୀବନ୍ଧ ଭାଙ୍ଗିଲେ ୩ଟି ପଞ୍ଚାୟର ପ୍ରାୟ ୨୦ଟି ଗାଁର ଲୋକେ ପ୍ରଭାବିତ ହେବେ।

ଗତ ବର୍ଷ ଏହି ସ୍ଥାନରେ ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା। ଏଥର ବନ୍ଧରେ ପୁଣି ଫାଟ ଦେଖା ଦେଇଥିବାରୁ ବନ୍ଧ ନିର୍ମାଣ କାମ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos