କାଠଯୋଡ଼ି ନଦୀରେ ଭାସି ୨ ନିଖୋଜ

କଟକ:(ଓଡ଼ିଶା ରିପୋର୍ଟର): କଟକରେ ଅଘଟଣ।   କାଠଯୋଡ଼ି ନଦୀରେ ଭାସି ଯାଇ  ୨ ଜଣ ନିଖୋଜ ହୋଇଛନ୍ତି।  ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଜି କାଠଯୋଡ଼ି ନଦୀରେ ଗାଧୋଉ ଥିବାବେଳେ ୪ ଜଣ ଭାସି ଯାଇଥିଲେ। ସେମାନେ ଭାସି ଯାଇ ଏକ ବୁଦା ମୂଳରେ ଲାଗି ଥିଲେ। ସେମାନଙ୍କ ମଧ୍ୟରୁ  ୨ ଜଣଙ୍କୁ  ଉଦ୍ଧାର କରାଯାଇଛି। ଆଉ ୨ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି।  

Drowned

Tapas Behera
  • Published: Saturday, 07 August 2021
  • , Updated: 07 August 2021, 05:02 PM IST

Related story