୧୬ ଫୁଟର ଅହିରାଜ ଉଦ୍ଧାର

Ordigital Desk
  • Published: Sunday, 22 April 2018
  • , Updated: 22 April 2018, 06:32 PM IST
<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଚାମ ଜିଲ୍ଲା&nbsp; ଦିଗପହଣ୍ଡି ବନାଞ୍ଚଳର ପେଣ୍ଡୁରାବାଡ଼ି ଗାଁରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ୧୬ ଫୁଟ୍ ହେବ ବୋଲି ଅନୁମାନ କରାଯାଉଛି। ସାପଟି ବୁଲୁଥିବା ଦେଖି ଗାଁଲୋକେ ସ୍ଥାନୀୟ ସାପ ଉଦ୍ଧାରକାରୀ ସଂସ୍ଥାକୁ ଖବର ଦେଇଥିଲେ। ପରେ ସଂସ୍ଥାର କର୍ମଚାରୀ ମାନେ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ପାଖରେ ଥିବା ଚାଙ୍ଗୁଡିଦେଇ ଜଙ୍ଗଲରେ ଛାଡି ଦେଇଥିଲେ।</p>

Related story