ଅନ୍ଧାରୀ କୋଠରୀରୁ କୁନି ପିଲାର ପ୍ରଶ୍ନ; ମୋର ଭୁଲ୍‌ କ’ଣ?

ଯାଜପୁର(ଜନ୍ମେଜୟ ଦାଶ): ମୋର ଭୁଲ୍‌ କ’ଣ? ମୁଁ କାହିଁକି ଜେଲ୍‌ ଯିବି? କଥା କହିପାରୁନଥିବା ନିଷ୍ପାପ ଶିଶୁ ପୁତ୍ରର ଅନ୍ତର ଭିତରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତଥାପି ପରିସ୍ଥିତି ସେହି ନିରୀହ ଶିଶୁକୁ ବାଧ୍ୟ କରିଛି ଜେଲ୍‌ ଯିବା ପାଇଁ। ଏବେ ସେ ନିଜ ମାଆ ସହ ଜେଲ୍‌ରେ ରହିଛି। ଏପରି ଏକ ସ୍ପର୍ଶକାତର ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଷଣ୍ଢବା ଗାଁର ପ୍ରଦୀପ ଜେନା ଓ […]

Jajpur

Jajpur

Manoranjan Sial
  • Published: Saturday, 14 January 2023
  • Updated: 14 January 2023, 09:19 PM IST

Sports

Latest News

ଯାଜପୁର(ଜନ୍ମେଜୟ ଦାଶ): ମୋର ଭୁଲ୍‌ କ’ଣ? ମୁଁ କାହିଁକି ଜେଲ୍‌ ଯିବି? କଥା କହିପାରୁନଥିବା ନିଷ୍ପାପ ଶିଶୁ ପୁତ୍ରର ଅନ୍ତର ଭିତରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତଥାପି ପରିସ୍ଥିତି ସେହି ନିରୀହ ଶିଶୁକୁ ବାଧ୍ୟ କରିଛି ଜେଲ୍‌ ଯିବା ପାଇଁ। ଏବେ ସେ ନିଜ ମାଆ ସହ ଜେଲ୍‌ରେ ରହିଛି। ଏପରି ଏକ ସ୍ପର୍ଶକାତର ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଷଣ୍ଢବା ଗାଁର ପ୍ରଦୀପ ଜେନା ଓ ତାଙ୍କ ପତ୍ନୀ ଚନ୍ଦ୍ରକଳା ଜେନା ଦୀର୍ଘ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ରହୁଥିଲେ। ଏଠାରେ ରହଣୀ ସମୟରେ ଚନ୍ଦ୍ରକଳା ଏକ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏଥିସହ ଆଖପାଖ ଲୋକଙ୍କଠାରୁ ମଧ୍ୟ ଟଙ୍କା ଧାର ସୁତ୍ରରେ ଦେଇଥିଲେ। ହେଲେ ଟଙ୍କା ଫେରାଉନଥିଲେ। ଧରାଛୁଆଁ ଦେଉନଥିଲେ। ଏପରିକି ସୁକିନ୍ଦା ଛାଡ଼ି ପଳାଇ ଯାଇଥିଲେ। ଶେଷରେ କିଛି ଉପାୟ ନପାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ଗତ ଗୁରୁବାର ବିଳମ୍ବିତ ରାତିରେ ପୁଲିସ୍‌ ଚନ୍ଦ୍ରକଳାଙ୍କୁ ଦୀଘାରୁ ଗିରଫ କରିଥିଲା। ତେବେ ତାଙ୍କର ବର୍ଷେ ଦୁଇ ମାସର ଛୁଆ ଥିବାରୁ ପୁଲିସ ତାଙ୍କୁ ମଧ୍ୟ ସାଥୀରେ ଆଣିଥିଲା। ଚନ୍ଦ୍ରକଳା ଗିରଫ ହୋଇଥିବା ଜାଣିବା ପରେ ମହିଳାମାନେ ଥାନାରେ ରୁଣ୍ଡ ହୋଇ ହୋ-ହଲ୍ଲା କରିଥିଲେ।

ଆଗକୁ ସ୍ଥିତି ଭୟଙ୍କର ହେବା ଆଶଙ୍କୁ କରି ପୁଲିସ୍‌ ତାଙ୍କୁ ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ତେବେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହେବାରୁ ପୁଲିସ ମାଆଙ୍କୁ କୋର୍ଟ ଚାଲାଣ କରିଛି। ଏବେ ମାଆ ଓ ପୁଅ ରଗଡ଼ି ଜେଲ୍‌ରେ ଅଛନ୍ତି। ପିଲାଟି କ୍ଷୀର ପିଉଥିବା ମାଆ ସହିତ ଜେଲରେ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଦୁଇ ବର୍ଷର କୁନି ପୁଅର ଭୁଲ୍‌ କ’ଣ? ସେ କାହିଁକି ଜେଲ୍‌ରେ ରହିଛି? ମାଆଙ୍କ କୁକର୍ମ ପାଇଁ ଆଜି ଜେଲ୍‌ ଦଣ୍ଡ ଭୋଗୁଛି କି କୁନି ପୁଅ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story