କଟକ ସହରରୁ ଚିହ୍ନଟ ହେଲେ ୧୬ ପଜିଟିଭ

କଟକ(ଓଡ଼ିଶା ରିପୋର୍ଟର):କଟକ ସହରରୁ ୧୬ ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୮ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ।  ଏହାବ୍ୟତୀତ ୨ଟି ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ହୋଇଛି। #COVID19 update in Cuttack city (CMC area) Out of the 32 new COVID-19 +ve cases reported today in #Cuttack district, 16 +ve […]

corona-3.1

Niharika Rout
  • Published: Monday, 20 July 2020
  • , Updated: 20 July 2020, 02:47 PM IST

କଟକ(ଓଡ଼ିଶା ରିପୋର୍ଟର):କଟକ ସହରରୁ ୧୬ ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୮ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ।  ଏହାବ୍ୟତୀତ ୨ଟି ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ହୋଇଛି।

କଟକ ସହରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଥିବା ବେଳେ ୨୧୭ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ୧୪୨ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୭ ଜଣ ଆଖି ବୁଜି ସାରିଲେଣି।

Related story