୧୬ ଶୀର୍ଷ ସମବାୟ ସମିତି ନିର୍ବାଚନରେ ବିଜେଡି ବିଜୟୀ

ଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ୧୬ଟି ଶୀର୍ଷ ସମବାୟ ସମିତି ନିର୍ବାଚନରେ ବିଜେଡି ବିଜୟୀ ହୋଇ ପରିଚାଳନା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଛି । କଂଗ୍ରେସ ଓ ବିଜେପି ଗୋଟିଏ ହେଲେ ଶୀର୍ଷ ସମବାୟ ସମିତି ପରିଷଦ ଜିତିବାକୁ ସକ୍ଷମ ହୋଇନାହାନ୍ତି । ଆଗକୁ ସମବାୟ ସମିତି ଦ୍ୱାରା କୃଷକ, ବୁଣାକାର, କାରିଗର ଓ ଛୋଟ ଛୋଟ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୧୬ଟି ଶୀର୍ଷ ସମବାୟ ସମିତିର […]

child labour resue from jajpur

child labour resue from jajpur

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 11:33 AM IST

Sports

Latest News

bjdଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ୧୬ଟି ଶୀର୍ଷ ସମବାୟ ସମିତି ନିର୍ବାଚନରେ ବିଜେଡି ବିଜୟୀ ହୋଇ ପରିଚାଳନା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଛି । କଂଗ୍ରେସ ଓ ବିଜେପି ଗୋଟିଏ ହେଲେ ଶୀର୍ଷ ସମବାୟ ସମିତି ପରିଷଦ ଜିତିବାକୁ ସକ୍ଷମ ହୋଇନାହାନ୍ତି । ଆଗକୁ ସମବାୟ ସମିତି ଦ୍ୱାରା କୃଷକ, ବୁଣାକାର, କାରିଗର ଓ ଛୋଟ ଛୋଟ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

୧୬ଟି ଶୀର୍ଷ ସମବାୟ ସମିତିର ୩୦୫ଟି ଜୋନରୁ ବିଜେଡି ୨୭୪ଟି ଜୋନରେ ବିଜୟୀ ହୋଇଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ୨୧ଟି ଜୋନରୁ ବିଜେଡି ୧୯ଟିରେ ବିଜୟୀ ହୋଇଛି । ସେହିପରି ଓସ୍କାଡ ବ୍ୟାଙ୍କର ସମସ୍ତ ୨୧, ଓଡ଼ିଶା ସମବାୟ ଖାଉଟି ମହାସଂଘର ୧୬, ମାର୍କଫେଡରେ ସମସ୍ତ ୨୧, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମର ୧୬, ଓଡ଼ିଶା ଅର୍ବାନ ସମବାୟ ବ୍ୟାଙ୍କ ସଂଘର ୧୩, ବୟନିକାର ୨୦, ସେରିଫେଡର ସମସ୍ତ ୨୧, ଫିସଫେଡର ୧୪, ଓପଲଫେଡରେ ୧୮, ଓମଫେଡର ୧୯, ରାଜ୍ୟ ତାଳଗୁଡ ସମବାୟ ସଂଘର ୧୩, ଆଦିବାସୀ ଉନ୍ନୟନ ସମବାୟ ନିଗମର ୧୮, ଏସିଏସଟି ସମବାୟ ଉନ୍ନୟନ ନିଗମର ୧୪, ରାଜ୍ୟ କତା ନିଗମରେ ୧୩ ଓ ଉତ୍କଳିକାର ୧୮ଟି ଜୋନରେ ବିଜେଡି ବିଜୟୀ ହୋଇଛି ବୋଲି ସମବାୟ ନିର୍ବାଚନ ଦାୟିତ୍ୱରେ ଥିବା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ପ୍ରାସ ବିବୃତ୍ତିରେ କହିଛନ୍ତି ।

ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ହୋଇଥିବା ୬୫୦୭ଟି ପ୍ରାଥମିକ ସମବାୟ ସମିତି ନିର୍ବାଚନରେ ବିଜେଡି ୬୨୦୩ଟିରେ ବିଜୟୀ ହୋଇଥିଲା । ବିଭିନ୍ନ କାରଣରୁ ଅବଶିଷ୍ଟ ୫୬୬ଟି ସମିତିରେ ନିର୍ବାଚନ ହୋଇନାହିଁ । ୧୬ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ମଧ୍ୟରୁ ବିଜେଡି ୧୫ଟିରେ ବିଜୟୀ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସ ଗୋଟିଏ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ଦାୟିତ୍ୱ ପାଇଥିଲା । ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାଚରାଧୀନ ଥିବାରୁ ବାଲେଶ୍ୱର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନ ହୋଇପାରି ନ ଥିଲା । ଏହାସହ ରାଜ୍ୟରେ ଥିବା ଅନ୍ୟ ୧୦୮ଟି କେନ୍ଦ୍ର ସମବାୟ ସମିତି ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରୁ ବିଜେଡି ୧୦୩ଟିରେ ବିଜୟୀ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story