ଆଜି ରାଜଧାନୀରୁ ବାହାରିଲେ ୧୭

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୭ଟି ମାମଲାରୁ ୧୪ ହୋମ୍ କ୍ୱାରେଣ୍ଟାଇନ, ୩ ଲୋକାଲ୍ କଣ୍ଟାଣ୍ଟ କେସ୍ ବୋଲି ଜଣାପଡ଼ିଛି। ୩ ଲୋକାଲ କଣ୍ଟା କେସ୍‌ରୁ  ୨ ପୁରୁଷ ଏବଂ ଜଣେ ମହିଳା ବୋଲି ଜଣାପଡ଼ିଛି। ଚିହ୍ନଟ ୧୭ ପଜିଟିଭରୁ ୭ ରେଲେୱେ ଅଧିକାରୀ ହୋଇଥିବା ବେଳେ ବୟସ ୩୧ରୁ ୪୦ ବର୍ଷ ମଧ୍ୟରେ ରହିଛି। Update on newly detected & cured #COVID19 cases […]

7890-1

Tapas Behera
  • Published: Wednesday, 17 June 2020
  • , Updated: 17 June 2020, 05:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୭ଟି ମାମଲାରୁ ୧୪ ହୋମ୍ କ୍ୱାରେଣ୍ଟାଇନ, ୩ ଲୋକାଲ୍ କଣ୍ଟାଣ୍ଟ କେସ୍ ବୋଲି ଜଣାପଡ଼ିଛି। ୩ ଲୋକାଲ କଣ୍ଟା କେସ୍‌ରୁ  ୨ ପୁରୁଷ ଏବଂ ଜଣେ ମହିଳା ବୋଲି ଜଣାପଡ଼ିଛି। ଚିହ୍ନଟ ୧୭ ପଜିଟିଭରୁ ୭ ରେଲେୱେ ଅଧିକାରୀ ହୋଇଥିବା ବେଳେ ବୟସ ୩୧ରୁ ୪୦ ବର୍ଷ ମଧ୍ୟରେ ରହିଛି।

https://twitter.com/bmcbbsr/status/1273219852409294857?s=20

ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସମସ୍ତେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭୀମପୁରରୁ ଜଣେ ପୁରୁଷ ଓ ମହିଳା, ଡୁମଡୁମାରୁ ଜଣେ ପୁରୁଷ, ନୟାମପଲ୍ଲୀରୁ ଜଣେ ମହିଳା ଜଣେ ପୁରୁଷ, ଜଣେ ନହରକଣ୍ଟା, ଜଣେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହସପିଟାଲ ଏବଂ ଜୟଦେବ ବିହାରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

Related story