୧୭ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପୌରାଞ୍ଚଳ ଗୁରୁଜଙ୍ଗ ଦେବାନସାହିରେ ଅବକାରୀ ବିଭାଗ ଚଢ଼ଉ କରି ୧୭ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ କରିଛି ।ଏଥିସହ ଛବିନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟବସାୟଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ଖବର ପାଇ ଅବକାରୀ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗୁରୁଜଙ୍ଗ ଦେବାନସାହିରେ ଚଢ଼ଉ କରିଥିଲେ। ଏହି ସମୟରେ ଛବିନ୍ଦ୍ର ପ୍ରଧାନଙ୍କ ଗିରଫ କରିବା ସହ ତା’ ନିକଟରୁ ବ୍ରାଉନସୁଗାର ଜବତ କରାଯାଥିଲା। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର […]

uuu........................

uuu........................

Jyoshna Pradhan
  • Published: Tuesday, 25 June 2019
  • Updated: 25 June 2019, 02:47 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପୌରାଞ୍ଚଳ ଗୁରୁଜଙ୍ଗ ଦେବାନସାହିରେ ଅବକାରୀ ବିଭାଗ ଚଢ଼ଉ କରି ୧୭ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ କରିଛି ।ଏଥିସହ ଛବିନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟବସାୟଙ୍କୁ ଗିରଫ କରାଯାଇଛି।

ଆଜି ସକାଳେ ଖବର ପାଇ ଅବକାରୀ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗୁରୁଜଙ୍ଗ ଦେବାନସାହିରେ ଚଢ଼ଉ କରିଥିଲେ। ଏହି ସମୟରେ ଛବିନ୍ଦ୍ର ପ୍ରଧାନଙ୍କ ଗିରଫ କରିବା ସହ ତା’ ନିକଟରୁ ବ୍ରାଉନସୁଗାର ଜବତ କରାଯାଥିଲା। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ୧ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story