‘୧୮ ଜଣ ଓଡ଼ିଶାରେ ବ୍ଲାକ୍‌ଫଙ୍ଗସ୍‌ରେ ପ୍ରାଣ ହରାଇଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୧୮ ଜଣ ବ୍ଲାକ୍‌ଫଙ୍ଗସ୍‌ରେ ପ୍ରାଣ ହରାଇଛନ୍ତି। ୧୨୯ ଜଣ ବ୍ଲାକଫଙ୍ଗସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ ଆହୁରି କହିଛନ୍ତି, “ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍‌ଫଙ୍ଗ କେସ୍‌ ସାମ୍ନାକୁ ଆସୁଛି। ବ୍ଲାକ୍‌ଫଙ୍ଗ କେସ୍‌ ନେଇ ଏତେ ଭୟଙ୍କର ଅବସ୍ଥା ରାଜ୍ୟରେ ଏବେ ନାହିଁ।” ସେପଟେ ଆଜି ରାଜ୍ୟରେ  ୫୨ ଜଣ […]

Black Fungus

Black Fungus

Manoranjan Sial
  • Published: Monday, 05 July 2021
  • Updated: 05 July 2021, 05:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୧୮ ଜଣ ବ୍ଲାକ୍‌ଫଙ୍ଗସ୍‌ରେ ପ୍ରାଣ ହରାଇଛନ୍ତି। ୧୨୯ ଜଣ ବ୍ଲାକଫଙ୍ଗସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।

ସେ ଆହୁରି କହିଛନ୍ତି, “ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍‌ଫଙ୍ଗ କେସ୍‌ ସାମ୍ନାକୁ ଆସୁଛି। ବ୍ଲାକ୍‌ଫଙ୍ଗ କେସ୍‌ ନେଇ ଏତେ ଭୟଙ୍କର ଅବସ୍ଥା ରାଜ୍ୟରେ ଏବେ ନାହିଁ।”

ସେପଟେ ଆଜି ରାଜ୍ୟରେ  ୫୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୯୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୦୬ଟି ଲୋକାଲ୍ କେସ୍‌। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଞ୍ଜରୁ ୧୯୩, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪ ଯାଜପୁରରୁ ୧୫୩, ଭଦ୍ରକରୁ ୧୩୧, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭ ଓ ନୟାଗଡ଼ ଜିଲ୍ଲାରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରେ ୧୭, ବଲାଙ୍ଗିରରେ ୩, ବୌଦ୍ଧରେ ୨୧, ଦେବଗଡ଼ରେ ୯, ଢେଙ୍କାନାଳରେ ୬୭, ଗଜପତିରେ ୧୦, ଗଞ୍ଜାମରେ ୨୦, ଝାରସୁଗୁଡ଼ାରେ ୭, କଳାହାଣ୍ଡିରେ ୧୫, କନ୍ଧମାଳରେ ୨୦, କେନ୍ଦୁଝରରେ ୬୪, କୋରାପୁଟରେ ୬୫, ମାଲକାନଗିରିରେ ୫୫, ନବରଙ୍ଗପୁରରେ ୧୫, ନୂଆପଡ଼ାରେ ୮, ରାୟଗଡ଼ାରେ ୫୪, ସମ୍ବଲପୁରରେ ୩୨, ସୋନପୁରରେ ୧୮ ଓ ସୁନ୍ଦରଗଡ଼ ଜିଲ୍ଲାରେ ୬୨ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୫୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼, ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪, କଟକ, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ, ଭଦ୍ରକ, ‍ବୌଦ୍ଧ, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ରାଜଧାନୀରୁ ଏବେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ଶୈଳଶ୍ରୀବିହାର ଓ କଳ୍ପନା ଅଞ୍ଚଳର। ତେବେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story