ATM ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀ ଗିରଫ

କଟକ(ଓଡ଼ିଶା ରିପୋର୍ଟର) ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି। ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆଜି କୃଷକମାନେ ଭାରତ ବନ୍ଦ କରିଥିଲେ। ଏହି ବନ୍ଦକୁ ଦେଶର ସମସ୍ତ […]

7gh

7gh

Tapas Behera
  • Published: Tuesday, 08 December 2020
  • Updated: 08 December 2020, 09:11 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି। ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆଜି କୃଷକମାନେ ଭାରତ ବନ୍ଦ କରିଥିଲେ। ଏହି ବନ୍ଦକୁ ଦେଶର ସମସ୍ତ ବିରୋଧୀ ଦଳ ସମର୍ଥନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story