ନକଲି ସୁନା ବନ୍ଧକ ରଖି ନେଇଗଲେ ୭୦ ଲକ୍ଷ, ୨ ଗିରଫ

ଫୁଲବାଣୀ (ତ୍ରିନାଥ ସାହୁ): ୨ କିଲୋ ଓଜନର ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଫେରାର ହୋଇଗଲେ ଗ୍ରାହକ। ଅଡିଟ ବେଳେ ଧରା ପଡ଼ିଲା ସତ। ଏପରି ସାଂଘାତିକ ସ୍କାମ ଫୁଲବାଣୀ ଟାଉନ ଥାନା  ମଣିପ୍ପୁରମ ବ୍ରାଞ୍ଚରେ ହୋଇଥିବା ଜଣାଯାଇଛି। ଏଥିରେ ସମ୍ପୃକ୍ତି ସନ୍ଦେହରେ ପୁଲିସ୍‌ ବ୍ରାଞ୍ଚ ମ୍ୟାନେଜର ପୂର୍ଣଚନ୍ଦ୍ର ବେହେରା ଏବଂ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ବାନ୍ଧି ଥିବା ବେଳେ ଗ୍ରାହକଙ୍କ ପତ୍ତା ମିଳୁନି। ଫୁଲବାଣୀ ଟାଉନ ଥାନା ଆଇଆଇସି ଅଶୋକ […]

Arrest

Arrest

Niharika Rout
  • Published: Thursday, 12 January 2023
  • Updated: 12 January 2023, 01:38 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ୨ କିଲୋ ଓଜନର ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଫେରାର ହୋଇଗଲେ ଗ୍ରାହକ। ଅଡିଟ ବେଳେ ଧରା ପଡ଼ିଲା ସତ। ଏପରି ସାଂଘାତିକ ସ୍କାମ ଫୁଲବାଣୀ ଟାଉନ ଥାନା  ମଣିପ୍ପୁରମ ବ୍ରାଞ୍ଚରେ ହୋଇଥିବା ଜଣାଯାଇଛି। ଏଥିରେ ସମ୍ପୃକ୍ତି ସନ୍ଦେହରେ ପୁଲିସ୍‌ ବ୍ରାଞ୍ଚ ମ୍ୟାନେଜର ପୂର୍ଣଚନ୍ଦ୍ର ବେହେରା ଏବଂ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ବାନ୍ଧି ଥିବା ବେଳେ ଗ୍ରାହକଙ୍କ ପତ୍ତା ମିଳୁନି।

ଫୁଲବାଣୀ ଟାଉନ ଥାନା ଆଇଆଇସି ଅଶୋକ କୁମାର ଗିରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ମଣିପ୍ପୁରମ ଫାଇନାନ୍ସ ଲିମିଟେଡ ବ୍ରହ୍ମପୁରର ଏରିଆ ମ୍ୟାନେଜର ସୁଭାଶିଷ ଦାସ ନେଇ ଫୁଲବାଣୀ ଟାଉନ ଥାନାରେ ଗତ ତାରିଖରେ ଏତଲା ଦେଇଥିଲେ  ତାଙ୍କ ଏତଲା ଅନୁସାରେ,  ଗତ ୩ ତାରିଖରେ ଫୁଲବାଣୀ ବ୍ରାଞ୍ଚର ଅଡିଟ ହୋଇଥିବା ବେଳେ ୨ କିଲୋ ନକଲି ସୁନା ବନ୍ଧକ ରଖାଯାଇଥିବା ଘଟଣା ଜଣାପଡ଼ିଥିଲା।  ନେଇ ସେ ସଂସ୍ଥାର ଉପରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ଉପରିସ୍ଥଙ୍କ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସଂପର୍କରେ ଟାଉନ ଥାନାରେ ଏତଲା ଦେଇଥିଲେ। 

ଏହି ଠକେଇରେ ସଂପୃକ୍ତି ଅଭିଯୋଗରେ ଫୁଲବାଣୀ ସହରରେ ଥିବା ମଣପ୍ପୁରମ ବ୍ରାଞ୍ଚର ମ୍ୟାନେଜର ପୂର୍ଣଚନ୍ଦ୍ର ବେହେରା ଏବଂ ସହକାରୀ ମ୍ୟାନେଜର ଅଶ୍ରୁମୋଚନ ବିଶ୍ଵାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ନକଲି ସୁନା ବନ୍ଧକ ରଖି ଟଙ୍କା ନେଇଥିବା ପ୍ରଶାନ୍ତ କୁମାର ସେନାପତି ଫେରାର ଅଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story