ବସ୍ ଓଲଟି ଚାଲିଗଲା ୨ ଜୀବନ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବିଷମକଟକର ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଯାଉଥିବା ‘ଫର୍ଚୁନ’ ନାମକ ଯାତ୍ରୀବାହି ବସ୍‌ ଗତରାତିରେ ହାଜାରୀଡ଼ାଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ, ‘ଫର୍ଚୁନ’ ନାମକ ବସ୍‌ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ଗତକାଲି ଲକ୍ଷ୍ମୀପୁରରୁ ଭାୟା ଟିକିରି ହୋଇ କଟକ ଅଭିମୁଖେ ଆସୁଥିଲା। ମାତ୍ର […]

bus

bus

Niharika Rout
  • Published: Tuesday, 17 November 2020
  • Updated: 17 November 2020, 08:04 AM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବିଷମକଟକର ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଯାଉଥିବା ‘ଫର୍ଚୁନ’ ନାମକ ଯାତ୍ରୀବାହି ବସ୍‌ ଗତରାତିରେ ହାଜାରୀଡ଼ାଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ, ‘ଫର୍ଚୁନ’ ନାମକ ବସ୍‌ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ଗତକାଲି ଲକ୍ଷ୍ମୀପୁରରୁ ଭାୟା ଟିକିରି ହୋଇ କଟକ ଅଭିମୁଖେ ଆସୁଥିଲା। ମାତ୍ର ହାଜାରୀଡ଼ାଙ୍ଗ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଓଲଟି ପଡିଥିଲା ।

ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।  ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।  ଜଣେ ଗୁରୁତରଙ୍କୁ ଭାଇଜାକ୍‌ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ଶେଷରେ ଏକ ଜେସିବି ପହଞ୍ଚିବା ପରେ ବସ୍‌ଟିକୁ ତଳୁ ଉଠାଇଥିଲା । ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ  ସରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story