ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ପାଟଣାଗଡ଼(ବଂଶୀଧର ସେଠ): ବଲାଙ୍ଗିର ପାଟଣାଗଡ଼ରେ ଆଜି ଘଟିଛି ଦୁଇଟି ଦୁର୍ଘଟଣା । ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସ୍ଥାନୀୟ ବେଲପଡ଼ା ବ୍ଲକ ମାଲିଝର ନାଳ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଗାଁର କିର୍ତ୍ତନ ବନଛୋର ଟ୍ରାକ୍ଟର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥଲା ।  ମୃତ ଶ୍ରମିକଙ୍କ ନାଁ ଜଣା ପଡ଼ିନାହିଁ। ଅନ୍ୟପଟେ ବେଲପଡ଼ା ବ୍ଲକ ଫୁଡ଼କୁପଡ଼ାର ଗାଁର ଜଗଦୀଶ […]

accident-1

accident-1

Niharika Rout
  • Published: Friday, 10 January 2020
  • Updated: 10 January 2020, 01:47 PM IST

Sports

Latest News

ପାଟଣାଗଡ଼(ବଂଶୀଧର ସେଠ): ବଲାଙ୍ଗିର ପାଟଣାଗଡ଼ରେ ଆଜି ଘଟିଛି ଦୁଇଟି ଦୁର୍ଘଟଣା । ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସ୍ଥାନୀୟ ବେଲପଡ଼ା ବ୍ଲକ ମାଲିଝର ନାଳ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଗାଁର କିର୍ତ୍ତନ ବନଛୋର ଟ୍ରାକ୍ଟର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥଲା ।  ମୃତ ଶ୍ରମିକଙ୍କ ନାଁ ଜଣା ପଡ଼ିନାହିଁ।

ଅନ୍ୟପଟେ ବେଲପଡ଼ା ବ୍ଲକ ଫୁଡ଼କୁପଡ଼ାର ଗାଁର ଜଗଦୀଶ ନାଏକ ପାଟଣାଗଡ଼ ଅଭିମୁଖେ ଆଜି ଯାଉଥିଲେ। ମାତ୍ର ଅନ୍ୟପଟୁ ଆସୁଥିବା ବୁଲେରୋ ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos