ମେଡିକାଲ ପାଚେରୀ ଭାଙ୍ଗି ଉତ୍ପାତ କଲେ ୨ ହାତୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶି ଉତ୍ପାତ ମଚାଇଥିଲେ ୨ଟି ହାତୀ। ହାତୀ ୨ଟି  ମେଡିକାଲ ପାଚେରୀ ଭାଙ୍ଗି ଭିତରେ ପଶିଯିବାରୁ  ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ୨ଟିଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ । ସୂଚନାଯୋଗ୍ୟ, କାଇପଦର ଗାଁ ଜଙ୍ଗଲରେ ୨୫ରୁ ଊର୍ଦ୍ଧ୍ୱ ହାତୀ ଥିବା ଗାଁ ଲୋକଙ୍କୁ ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଟି ହାତୀ ସହର […]

khorda-1

Niharika Rout
  • Published: Monday, 05 October 2020
  • , Updated: 05 October 2020, 10:15 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶି ଉତ୍ପାତ ମଚାଇଥିଲେ ୨ଟି ହାତୀ। ହାତୀ ୨ଟି  ମେଡିକାଲ ପାଚେରୀ ଭାଙ୍ଗି ଭିତରେ ପଶିଯିବାରୁ  ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ୨ଟିଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ ।

ସୂଚନାଯୋଗ୍ୟ, କାଇପଦର ଗାଁ ଜଙ୍ଗଲରେ ୨୫ରୁ ଊର୍ଦ୍ଧ୍ୱ ହାତୀ ଥିବା ଗାଁ ଲୋକଙ୍କୁ ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଟି ହାତୀ ସହର ମଧ୍ୟକୁ ପଶି ଆସି ମେଡିକାଲ ପାଚେରୀ ଭାଙ୍ଗିଥିଲେ।

Related story