ବାଇକ୍‌ରେ ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଅଜଣା ଗାଡ଼ି

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଗତକାଲି ସମଗ୍ର ଦେଶରେ ବେଶ୍‌ ଧୁମଧାମର ସହ ଇଦ୍‌ ପାଳିଛନ୍ତି ମୁସଲିମ୍‌ ସମ୍ପ୍ରଦାୟ ଲୋକେ। ମାତ୍ର ଏହି ଅବସରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏକ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଛନ୍ତି ୨ ମୁସଲିମ୍‌ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ତାରିଣୀ ଛକ ନିକଟରେ ଗତ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ସ୍ଥାନୀୟ ମତୋ ସାହିର ସେକ୍  ଅସଲାମ୍  ଏବଂ ସେକ […]

accident

accident

Niharika Rout
  • Published: Wednesday, 04 May 2022
  • Updated: 04 May 2022, 01:32 PM IST

Sports

Latest News

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଗତକାଲି ସମଗ୍ର ଦେଶରେ ବେଶ୍‌ ଧୁମଧାମର ସହ ଇଦ୍‌ ପାଳିଛନ୍ତି ମୁସଲିମ୍‌ ସମ୍ପ୍ରଦାୟ ଲୋକେ। ମାତ୍ର ଏହି ଅବସରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏକ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଛନ୍ତି ୨ ମୁସଲିମ୍‌ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ତାରିଣୀ ଛକ ନିକଟରେ ଗତ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ସ୍ଥାନୀୟ ମତୋ ସାହିର ସେକ୍  ଅସଲାମ୍  ଏବଂ ସେକ ସକିଲ୍  ବୋଲି ଜଣା ପଡ଼ିଛି ।

ଗତକାଲି ରାତି ପ୍ରାୟ ୮ଟାରେ ଅସଲାମ୍ ଓ  ସେକ ସକିଲ୍ ଏକ ବାଇକ୍‌ରେ କେନ୍ଦ୍ରାପଡ଼ାରୁ ମତୋ ଫେରୁଥିବା ବେଳେ ଚାନ୍ଦବାଲି ତାରିଣୀ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ଏକ ହାଇଓ୍ୱା ଗାଡି ସହ ଅନ୍ୟ ଏକ ଗାଡିକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ପୁଲିସ୍‌ ମାମଲାର ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story