ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କଲା ହତାସିଆ ପ୍ରେମିକ!

ନୂଆପଡ଼ା (ମୟାଧର ସରାଫ): ଏକତରଫା ପ୍ରେମରୁ ବିଚ୍‌ ରାସ୍ତାରେ ପ୍ରେମିକାଙ୍କୁ ଛୁରାମାଡ଼ କଲା ହତାସିଆ ପ୍ରେମିକ! ଏପରିକି ତାଙ୍କ ସାଙ୍ଗକୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆଜି ଏପରି ଅଭିଯୋଗ ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଲଲିତ ମାଲି ଏକ ବିଦ୍ୟାଳୟର କିରାଣୀ। ସେ ବିବାହିତ ସତ୍ତ୍ୱେ ଜେମା(ଛଦ୍ମନାମ) […]

Knife-attack

Knife-attack

Manoranjan Sial
  • Published: Wednesday, 04 November 2020
  • Updated: 04 November 2020, 07:29 PM IST

ନୂଆପଡ଼ା (ମୟାଧର ସରାଫ): ଏକତରଫା ପ୍ରେମରୁ ବିଚ୍‌ ରାସ୍ତାରେ ପ୍ରେମିକାଙ୍କୁ ଛୁରାମାଡ଼ କଲା ହତାସିଆ ପ୍ରେମିକ! ଏପରିକି ତାଙ୍କ ସାଙ୍ଗକୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆଜି ଏପରି ଅଭିଯୋଗ ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ଲଲିତ ମାଲି ଏକ ବିଦ୍ୟାଳୟର କିରାଣୀ। ସେ ବିବାହିତ ସତ୍ତ୍ୱେ ଜେମା(ଛଦ୍ମନାମ) ନାମକ ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ। ଆଜି ଜେମା ଓ ତାଙ୍କ ସାଙ୍ଗ ସାଇକେଲ୍‌ରେ ବୋଡେନ ବଜାରକୁ ଯାଇଥିଲେ। ସେଠାରୁ କିଣାକିଣି କରି ଘରକୁ ଫେରୁଥିବା ବେଳେ ଲଲିତ ସେମାନଙ୍କୁ ଅଟକାଇଥିଲା। ପରେ ତାଙ୍କ ପ୍ରେମିକାଙ୍କୁ ୨୦୦ ଟଙ୍କା ମାଗିଥିଲେ। ଭୟରେ ତାଙ୍କ କଥାରେ ରାଜି ହୋଇ ଜେମା ୨୦୦ ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ଲଲିତ ସେଠାରୁ ବାଇକରେ ପଳାଇ ଯାଇଥିଲେ।

କିଛି ସମୟ ପରେ ପୁଣି ଥରେ ଲଲିତ ଫେରିଥିଲେ। ବଜରଠାରୁ ଅଳ୍ପ ନୂର ଆରଆଇ ଅଫିସ୍‌ ନିକଟରେ ଜେମା ଓ ତାଙ୍କ ସାଙ୍ଗଙ୍କୁ ଅଟକାଇଥିଲେ। ସେଠାରେ ଜେମା ଓ ଲଲିତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ। ପରେ ଲଲିତ ଏକ ଧାରୁଆ ଛୁରିରେ ଜେମାଙ୍କ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ। ତା’ପରେ ଜେମାଙ୍କ ଅଣ୍ଟା, ବେକ ଓ ହାତକୁ ଛୁରାମାଡ଼ କରିଥିଲେ।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୋଡେନ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଲଲିତଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story