ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଇନୋଭା ଗାଡ଼ିରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି। ଗାଡ଼ିରେ ପ୍ରଦୀପଙ୍କ ସହ ୪ ଜଣ ଥିବା ସୂଚନା ମିଳିଛି। ପୁଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟଙ୍କା କେଉଁଠି ଆସିଲା ଓ କେଉଁଠାକୁ ନେଇ ଯାଉଥିଲେ, ସେନେଇ ଖୋଳତାଡ଼ ଚାଲିଛି। ଗାଡ଼ିଟିକୁ ପୁଲିସ୍ ଜବତ କରିଥିବା […]

money

money

Tapaswini Nayak
  • Published: Wednesday, 10 April 2019
  • Updated: 10 April 2019, 02:19 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଇନୋଭା ଗାଡ଼ିରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି।

ଗାଡ଼ିରେ ପ୍ରଦୀପଙ୍କ ସହ ୪ ଜଣ ଥିବା ସୂଚନା ମିଳିଛି। ପୁଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟଙ୍କା କେଉଁଠି ଆସିଲା ଓ କେଉଁଠାକୁ ନେଇ ଯାଉଥିଲେ, ସେନେଇ ଖୋଳତାଡ଼ ଚାଲିଛି। ଗାଡ଼ିଟିକୁ ପୁଲିସ୍ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି।

money2ଆଜି ଜୟପାଟଣାରେ ଫ୍ଲାଇଂ ସ୍କ୍ୱାଡ୍ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏହି ଟଙ୍କା ଜବତ କରିଥିଲା। ପ୍ରଦୀପଙ୍କ ଗାଡ଼ିରେ ୪ଟି ୫୦୦ ଟଙ୍କିଆ ବଣ୍ଡଲ୍‌ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story