କଇଁଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ

ଯାଜପୁର(ଓଡ଼ିଶା ରିପୋର୍ଟର): ଜୋରରେ ବୁଡ଼ିଗଲେ ଦୁଇ ଭାଇ। କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ। ଏପରି ଘଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଘଟିଛି। ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗାଁର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା(୧୭)  କଇଁ ଫୁଲ ତୋଳିବାକୁ ବୈତରଣୀ ନଦୀର କୁଟୁରିଆଠାରେ ଥିବା ଜୋରକୁ ଯାଇଥିଲେ। କଇଁଫୁଲ ତୋଳୁଥିବା ବେଳେ ସେମାନେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ […]

drowned

drowned

Manoranjan Sial
  • Published: Monday, 18 October 2021
  • Updated: 18 October 2021, 03:32 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଜୋରରେ ବୁଡ଼ିଗଲେ ଦୁଇ ଭାଇ। କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ। ଏପରି ଘଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଘଟିଛି।

ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗାଁର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା(୧୭)  କଇଁ ଫୁଲ ତୋଳିବାକୁ ବୈତରଣୀ ନଦୀର କୁଟୁରିଆଠାରେ ଥିବା ଜୋରକୁ ଯାଇଥିଲେ। କଇଁଫୁଲ ତୋଳୁଥିବା ବେଳେ ସେମାନେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ ଧରି ଦୁଇ ଭାଇ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ପରେ ଜୋରରେ ଖୋଜିବାରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos