ରାଜଧାନୀରେ ଲଜ୍ଜା; ଦୁଇ ନାବାଳିକାଙ୍କୁ ବାନ୍ଧି ରାତିସାରା ଗଣ ଦୁଷ୍କର୍ମ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛକ ଛକରେ କମିଶନରେଟ୍‌ ପୁଲିସ୍‌ ପଇଁତରା ମାରୁଛି। ଯାଞ୍ଚ ମଧ୍ୟ ହେଉଛି। ଏପରି ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦୁଇ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ଏନେଇ ଜିଆର୍‌ପିରେ ଅଭିଯୋଗ ପରେ ଖୋଳତାଡ ଆରମ୍ଭ ହୋଇଛି। ଦୁଇ ପୀଡ଼ିତାଙ୍କ ବୟସ ୧୨ ଓ ୧୪ ବର୍ଷ। ପୀଡ଼ିତାଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟା ବେଳେ ଦୁଇ ନାବାଳିକା ପଟିଆ ଷ୍ଟେସନ୍‌ […]

Rape

Rape

Manoranjan Sial
  • Published: Tuesday, 17 January 2023
  • Updated: 17 January 2023, 10:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛକ ଛକରେ କମିଶନରେଟ୍‌ ପୁଲିସ୍‌ ପଇଁତରା ମାରୁଛି। ଯାଞ୍ଚ ମଧ୍ୟ ହେଉଛି। ଏପରି ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦୁଇ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ଏନେଇ ଜିଆର୍‌ପିରେ ଅଭିଯୋଗ ପରେ ଖୋଳତାଡ ଆରମ୍ଭ ହୋଇଛି। ଦୁଇ ପୀଡ଼ିତାଙ୍କ ବୟସ ୧୨ ଓ ୧୪ ବର୍ଷ।

ପୀଡ଼ିତାଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟା ବେଳେ ଦୁଇ ନାବାଳିକା ପଟିଆ ଷ୍ଟେସନ୍‌ ଯାଇଥିଲେ। ଠିକ୍‌ ସେହି ସମୟରେ ସେହି ଅଞ୍ଚଳରୁ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅପହରଣ କରିନେଇଥିଲେ। ଅପହରଣ ପରେ ଦୁଇ ଦୁର୍ବୃତ୍ତ ସେମାନଙ୍କୁ ପଟିଆ ଓଭରବ୍ରିଜ୍‌ ଉପରକୁ ନେଇ ଯାଇଥିଲେ। ପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ରାତି ସାରା ଗଣଦୁଷ୍କର୍ମ କରିଥିଲେ। ନାବାଳିକାମାନେ ଚିତ୍କାର କରିଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନଥିଲେ। ଏ ସମ୍ପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ବି ଦେଇଥିଲେ।

ଦୁଇ ପୀଡ଼ିତା ଆଜି ସକାଳେ ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ପରିବାର  ଲୋକ ଏନେଇ ଚାଇଲ୍‌ଡଲାଇନ୍‌କୁ ଖବର ଦେଇବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଚାଇଲଡଲାଇନ୍‌ କର୍ମକର୍ତ୍ତା ଏନେଇ ଭୁବନେଶ୍ୱର ଡିସିପି ଓ ଇନ୍‌ଫୋସିଟି ଥାନାକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଦୁଇ ପୀଡ଼ିତାଙ୍କଳ ବୟାନ ରେକର୍ଡ କରିଛି।

ଅନ୍ୟପକ୍ଷରେ ଜଣେ ପୀଡ଼ିତା ମା’ଙ୍କ ଏନେଇ ଭୁବନେଶ୍ୱର ଜିଆର୍‌ପିରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଜିଆର୍‌ପି ଥାନା ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story