ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡିଲେ ଦୁଇ କ୍ୟାଡର ମାଓବାଦୀ

Ordigital Desk
  • Published: Tuesday, 17 April 2018
  • , Updated: 17 April 2018, 11:55 AM IST
<p>ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଏସ୍&zwnj;ପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ କ୍ୟାଡର ମାଓବାଦୀ ହେଲେ ଦୟାନନ୍ଦ ଏବଂ ଜଲି ଦେହୁରୀ। ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।</p> <p>ସେକ୍ସନ କମାଣ୍ଡର ଥିବା ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଜଲି ସହ ପ୍ରେମ ସମ୍ପର୍କ କାରଣରୁ ଦୟାନନ୍ଦକୁ ବିରୋଧ କରାଯିବାରୁ ଉଭୟେ ମାଓ ସଂଗଠନ ଛାଡ଼ିଥିବା କହିଛନ୍ତି।</p>

Related story