କୁଚିଣ୍ଡା ଓ ପାଟଣାଗଡ଼ରେ ଖୋଲିବ ୨ଟି ନୂଆ ଆଇଟିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀର ପାଟଣାଗଡ଼ଠାରେ ଦୁଇଟି ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଏହି ୨ଟି ନୂଆ ଆଇଆଇଟି ସହ ରାଜ୍ୟର ମୋଟ ସରକାରୀ ଓ ବେସରକାରୀ ଆଇଟିଆଇ ସଂଖ୍ୟା ୨୫୩ରେ ପହଂଚିଛି । ଏହି ନୂଆ ଆଇଆଇଟି ଖୋଲିବା ଦ୍ୱାରା ଜନଜାତି ବହୁଳ ଅଂଚଳର ଯୁବ ସମାଜ ବିଶେଷ ଭାବେ ଉପକୃତ ହେବେ । କୁଚିଣ୍ଡାରେ ନୂଆ […]

ITI

ITI

Ordigital Desk
  • Published: Wednesday, 03 August 2022
  • Updated: 03 August 2022, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀର ପାଟଣାଗଡ଼ଠାରେ ଦୁଇଟି ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଏହି ୨ଟି ନୂଆ ଆଇଆଇଟି ସହ ରାଜ୍ୟର ମୋଟ ସରକାରୀ ଓ ବେସରକାରୀ ଆଇଟିଆଇ ସଂଖ୍ୟା ୨୫୩ରେ ପହଂଚିଛି ।

ଏହି ନୂଆ ଆଇଆଇଟି ଖୋଲିବା ଦ୍ୱାରା ଜନଜାତି ବହୁଳ ଅଂଚଳର ଯୁବ ସମାଜ ବିଶେଷ ଭାବେ ଉପକୃତ ହେବେ । କୁଚିଣ୍ଡାରେ ନୂଆ ସରକାର ଆଇଟିଆଇ ସ୍ଥାପନ ଦ୍ୱାରା କୁଚିଣ୍ଡା, ବାମରା ଓ ଜମନିକରା ବ୍ଲକର ଯୁବବର୍ଗଙ୍କୁ ସୁବିଧା ମିଳିବ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ୪ଟି ଟ୍ରେଡରେ ଏଠାରେ ୨୪୦ଜଣ ପ୍ରଶିକ୍ଷଣାର୍ଥୀଙ୍କୁ ତାଲିମ ମିଳିପାରିବ । ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବାରୁ ଏହି ଛାତ୍ରଛାତ୍ରୀମାନଙ୍କ ବିପୁଳ ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ସେହିପରି ବଲାଙ୍ଗିରର ପାଟଣାଗଡ଼ଠାରେ ଆଇଟିଆଇରେ ୪ଟି ଟ୍ରେଡରେ ୨୪୦ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ୱାରା ବ୍ଲକର ଯୁବକଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ହେବା ସହ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ ।

ସୂଚନାଯୋଗ୍ୟ, ରାଜ୍ୟର ୫୮ଟି ସବଡିଭିଜନ ମଧ୍ୟରୁ ୪୮ଟି ଆଇଟିଆଇ ଥିବାବେଳେ ପାଟଣାଗଡ଼ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ରାଜ୍ୟ ସରକାରଙ୍‌କ ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଯୁବକଯୁବତୀମାନେ ବିଭିନ୍ନ ସରକାରୀ ଆଇଟିଆଇ ପ୍ରତିଷ୍ଠାନରେ ତାଲିମ ନେଇ ନିଜର ଦକ୍ଷତା ଦ୍ୱାରା ନୂଆ ପରିଚୟ ସୃଷ୍ଟି ସହ ରୋଜଗାରକ୍ଷମ ହୋଇପାରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story