ଶପଥ ନେଲେ ହାଇକୋର୍ଟର ୨ ବିଚାରପତି

କଟକ (ଓଡ଼ିଶା ରିପୋର୍ଟର): ଆଜି ଓଡିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । ସେମାନେ ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ  ଜଷ୍ଟିସ ସଞ୍ଜୟ କୁମାର ମିଶ୍ର। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଭୟଙ୍କ ଶପଥ ପାଠ କରାଇଛନ୍ତି। ପୁରୁଣା ହାଇକୋର୍ଟ କନଫରେନ୍ସ ହଲରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ୨ ବିଚାରପତି ଶପଥପାଠ କରିବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ […]

oath ceremony

oath ceremony

Niharika Rout
  • Published: Friday, 10 June 2022
  • Updated: 10 June 2022, 02:08 PM IST

କଟକ (ଓଡ଼ିଶା ରିପୋର୍ଟର): ଆଜି ଓଡିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । ସେମାନେ ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ  ଜଷ୍ଟିସ ସଞ୍ଜୟ କୁମାର ମିଶ୍ର। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଭୟଙ୍କ ଶପଥ ପାଠ କରାଇଛନ୍ତି। ପୁରୁଣା ହାଇକୋର୍ଟ କନଫରେନ୍ସ ହଲରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି।

୨ ବିଚାରପତି ଶପଥପାଠ କରିବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସି.ଆର ଦାସଙ୍କର କଲିକତା ହାଇକୋର୍ଟକୁ ବଦଳି ହୋଇଥିବାରୁ ପୁଣି ଥରେ ଏହି ସଂଖ୍ୟା ୨୨କୁ ଖସି ଯିବ । ଦୀର୍ଘ ବର୍ଷ ହେଲା ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୭/୧୮ରେ ସୀମିତ ରହୁଥିବା ବେଳେ ଏବେ ଅଧିକ ରହିଛି। ଏହି ବର୍ଷେ/ ୨ ବର୍ଷ ଭିତରେ ଏଠାରେ ବିଚାରପତିଙ୍କ ସଂଖ୍ୟା ବଢ଼ିଛି। ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ।

[caption id="attachment_740499" align="aligncenter" width="650"]oath-ceramony ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ  ଅତିଥି।[/caption]

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତି ଭାବେ ଦୀର୍ଘ ଦିନ କାମ କରିବା ପରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘ ଦିନ ଧରି ଆଇନଜୀବୀ ଭାବେ କାମ କରୁଥିଲେ। ଏବେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story