ବେଙ୍ଗାଲୁରୁରେ ୨ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସୋର: ବେଙ୍ଗାଲୁରୁରେ ଗ୍ୟାସ୍ ଟାଙ୍କି ଫାଟି ୨ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗ୍ୟାସ୍ ଟାଙ୍କି ଫାଟି ୩୦ଶ୍ରମିକ ଗୁରୁତର ଥିଲେ। ସେମାନଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ମିରିପୁରର ଖଇରା ଓ ବାସୁଦେବପୁର ଅଞ୍ଚଳରେ। ଉଭୟ ହୋଟେଲରେ କାମ କରୁଥିଲେ।  ସେମାନେ ସମ୍ପର୍କରେ ଶଳାଭିଣୋଇ ବୋଲି ଜଣାପଡ଼ିଛି।

bb

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 11:42 AM IST

Related story