ଗୋଟିଏ ପଦବୀ ଲାଗି ଦୁଇ ଦାବିଦାର  

ଜୟପୁର (ଟି. ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ। ଅଧିକ୍ଷଣ ଯନ୍ତ୍ରୀ ପଦବୀ ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି । ଜୁଲାଇ ୨୯ରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ପଦୋନ୍ନତି ପାଇଁ ଏହି କାର୍ଯ୍ୟାଳୟକୁ ଆସିଥିଲେ । ସେହିପରି […]

jaypur

jaypur

Niharika Rout
  • Published: Friday, 02 August 2019
  • Updated: 02 August 2019, 02:09 PM IST

Sports

Latest News

ଜୟପୁର (ଟି. ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ। ଅଧିକ୍ଷଣ ଯନ୍ତ୍ରୀ ପଦବୀ ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି ।

ଜୁଲାଇ ୨୯ରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ପଦୋନ୍ନତି ପାଇଁ ଏହି କାର୍ଯ୍ୟାଳୟକୁ ଆସିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପରକ୍ଷୀତ ଦାସ ମଧ୍ୟ ପଦୋନ୍ନତି ପାଇଥିଲେ।

ହେଲେ ସେ ଏହି ଅଫିସ୍‌କୁ  ଆସିବା ପରେ ସୃଷ୍ଟି ହୋଇଥିଲା ବିବାଦ ।  ଉଭୟଙ୍କୁ କିପରି ଗୋଟିଏ ପଦବୀ ପାଇଁ  ନିଯୁକ୍ତି ମିଳିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଏହି ଘଟଣାକୁ ନେଇ ସାଟ୍‌ର ଦ୍ୱାରସ୍ତ ହୋଇଛନ୍ତି ପରକ୍ଷୀତ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story