କେନ୍ଦୁଝରରେ ଡବଲ ମର୍ଡର:ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ, ପୁଅଝିଅ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝରୀ ପଞ୍ଚାୟତର ରଙ୍ଗମାଟିଆ ଗାଁରେ ଡବଲ ମର୍ଡର ଘଟିଛି। ଗୋଟିଏ ପରିବାର ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ମୃତକ ହେଲେ ଭାମିଆ ପ୍ରଧାନ ଓ ତାଙ୍କ ପତ୍ନୀ ଗାଙ୍ଗି। ଗୁରୁତର ଆହତ ହୋଇଥିବା ଭାମିଆଙ୍କ ପୁଅ ମଙ୍ଗଳ ସିଂ ଏବଂ ଝିଅ ସୁମିତ୍ରାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାମିଆ ଓ ତାଙ୍କ ପତ୍ନୀଙ୍କ ଦେହରେ କଟାଦାଗ ରହିବା ସହ ତୀର […]

kandujera,,,

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 12:25 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝରୀ ପଞ୍ଚାୟତର ରଙ୍ଗମାଟିଆ ଗାଁରେ ଡବଲ ମର୍ଡର ଘଟିଛି। ଗୋଟିଏ ପରିବାର ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ମୃତକ ହେଲେ ଭାମିଆ ପ୍ରଧାନ ଓ ତାଙ୍କ ପତ୍ନୀ ଗାଙ୍ଗି। ଗୁରୁତର ଆହତ ହୋଇଥିବା ଭାମିଆଙ୍କ ପୁଅ ମଙ୍ଗଳ ସିଂ ଏବଂ ଝିଅ ସୁମିତ୍ରାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭାମିଆ ଓ ତାଙ୍କ ପତ୍ନୀଙ୍କ ଦେହରେ କଟାଦାଗ ରହିବା ସହ ତୀର ମାଡ ହୋଇଥିବା ଜଣାପଡିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story