ରୁଷୀୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲା: ଇଣ୍ଟରପୋଲର ସହାୟତା ନେବ ରାଜ୍ୟ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡାରେ ରୁଷୀୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଇଣ୍ଟରପୋଲର ସହାୟତା ନେବାକୁ ଯୋଜନା କରୁଛି ରାଜ୍ୟ ପୁଲିସ। ଆଜି ପୋଲିସ ଡିଜି ସୁନୀଲ ବଂଶଲ ଦେଇଥିବା ପ୍ରତିକ୍ରିୟାରୁ ଏହା ଜଳଜଳ ଦିଶୁଛି। ତେଣୁ ଏହି ମାମଲାରେ ଭିଜିଲାନ୍ସ ତଦନ୍ତ କେତେ ସଫଳ ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡିଜି ସୁନୀଲ ବଂଶଲ କହିଛନ୍ତି, ଏହି ମାମଲାରେ ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ। କାରଣ ଅଟକ ରୁଷୀୟ ପର୍ଯ୍ୟଟକଙ୍କ ଉପରେ କେନ୍ଦ୍ରୀୟ […]

Untitled-1-128

Untitled-1-128

Niranjan Mishra
  • Published: Sunday, 01 January 2023
  • Updated: 01 January 2023, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡାରେ ରୁଷୀୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଇଣ୍ଟରପୋଲର ସହାୟତା ନେବାକୁ ଯୋଜନା କରୁଛି ରାଜ୍ୟ ପୁଲିସ। ଆଜି ପୋଲିସ ଡିଜି ସୁନୀଲ ବଂଶଲ ଦେଇଥିବା ପ୍ରତିକ୍ରିୟାରୁ ଏହା ଜଳଜଳ ଦିଶୁଛି। ତେଣୁ ଏହି ମାମଲାରେ ଭିଜିଲାନ୍ସ ତଦନ୍ତ କେତେ ସଫଳ ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଡିଜି ସୁନୀଲ ବଂଶଲ କହିଛନ୍ତି, ଏହି ମାମଲାରେ ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ। କାରଣ ଅଟକ ରୁଷୀୟ ପର୍ଯ୍ୟଟକଙ୍କ ଉପରେ କେନ୍ଦ୍ରୀୟ ଓ ରାଜ୍ୟ ଗୁଇନ୍ଦା ବିଭାଗ ନଜର ରଖିଛି। ସେପଟେ ଆଜି ମଧ୍ୟ ପୁଲିସ ରୁଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ତଦନ୍ତ ଦାୟିତ୍ୱରେ ବଛା ବଛା ଅଫିସର ଅଛନ୍ତି। ଏମିତି ନୁହେଁ ଯେ ରହସ୍ୟ ୨/୩ ଦିନ ଭିତରେ ସାମ୍ନାକୁ ଚାଲି ଆସିବ। ତେବେ ସବୁ ଦିଗକୁ ଲକ୍ଷ୍ୟରେ ରଖି ତଦନ୍ତ ହେଉଛି। ତଦନ୍ତ ବେଳେ ଯାହା ଦରକାର ପଡ଼ିବ କରାଯିବ ବୋଲି ଡିଜି କହିଛନ୍ତି।

ସୂଚନା ଥାଉକି, ଏହି ମାମଲାକୁ ସମାଧାନ କରିବାକୁ ରାୟଗଡ଼ାରେ ତନାଘନା ଜୋର କରିଛି କ୍ରାଇମବ୍ରାଞ୍ଚ ଟିମ୍। ତୃତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜ ମହନ୍ତଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ପାଭେଲ ରହୁଥିବା ହୋଟେଲରେ ତଦନ୍ତ କରିଛି। ହୋଟେଲ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଗତ ୩୦ ତାରିଖରେ ପ୍ରଥମେ ରାୟଗଡ଼ା ଥାନାକୁ ଯାଇ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନଙ୍କ ସହିତ ଟିମ୍ ଆଲୋଚନା କରିଥିଲା। ପରେ ହୋଟେଲ୍ ରୁମ୍‌କୁ ଯାଇ ଛାନଭିନ କରିଥିଲେ। ଦ୍ୱିତୀୟ ଦିନରେ ମଶାଣିକୁ ଯାଇ ପାଉଁଶ ସଂଗ୍ରହ କରିଥିଲା ଟିମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story