ଅଜଣା ଜନ୍ତୁ ରିଟର୍ଣ୍ଣସ; ମେଣ୍ଢା ମାରିଲା,କଲିଜା ଖାଇଲା, ପଢ଼ନ୍ତୁ କେଉଁଠି

ଯାଜପୁର (ଗୁଲାମ ଗସ୍‌): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ନିଆଳି ଭଳି ଯାଜପୁରରେ ମେଣ୍ଢା ମାରି କଲିଜା ଖାଇଲା। ଯାହାକୁ ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣାରେ। ଏଠାରେ ବି ନିଆଳି ଭଳି ମେଣ୍ଢାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଦୁଇଟି ମେଣ୍ଢାଙ୍କୁ ମାରି ଦେଇଛି ଓ ସାତଟି ମେଣ୍ଢାକୁ ଘାଇଲା କରିଛି। ସମସ୍ତ ମେଣ୍ଢାଙ୍କ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଗତବର୍ଷ […]

DQVgszmUEAAkm1J

DQVgszmUEAAkm1J

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 03:55 PM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ନିଆଳି ଭଳି ଯାଜପୁରରେ ମେଣ୍ଢା ମାରି କଲିଜା ଖାଇଲା। ଯାହାକୁ ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣାରେ। ଏଠାରେ ବି ନିଆଳି ଭଳି ମେଣ୍ଢାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଦୁଇଟି ମେଣ୍ଢାଙ୍କୁ ମାରି ଦେଇଛି ଓ ସାତଟି ମେଣ୍ଢାକୁ ଘାଇଲା କରିଛି। ସମସ୍ତ ମେଣ୍ଢାଙ୍କ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି।

ଗତବର୍ଷ ନିଆଳିରେ ଅଜଣା ଜନ୍ତୁ ଆତଙ୍କ ହଇଚଇ ସୃଷ୍ଟି କରିଥିଲା। ଅଜଣା ଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢାଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story