ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀ ମୃତ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ। ସେମାନଙ୍କ ଘର ରାଇସୁଆଁ ଗାଁରେ। ପ୍ରତିଦିନ ଭଲି ଆଜି ସକାଳେ ଦୁଇ ଭଉଣୀ ପ୍ରାତଃ ଭ୍ରମଣରେ ଯାଉଥିଲେ । ହେଲେ ପଛ ପଟୁ କୌଣସି ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।  ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତୁ ଘଟିଥିଲା। ପୁଲିସ ମୃତଦେହକୁ ଜବତ […]

accident

Jyoshna Pradhan
  • Published: Monday, 03 June 2019
  • , Updated: 03 June 2019, 08:44 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ। ସେମାନଙ୍କ ଘର ରାଇସୁଆଁ ଗାଁରେ।

ପ୍ରତିଦିନ ଭଲି ଆଜି ସକାଳେ ଦୁଇ ଭଉଣୀ ପ୍ରାତଃ ଭ୍ରମଣରେ ଯାଉଥିଲେ । ହେଲେ ପଛ ପଟୁ କୌଣସି ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।  ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତୁ ଘଟିଥିଲା।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି।

Related story