ସମୁଦ୍ରରେ ନିଖୋଜ ୨ ଛାତ୍ରଙ୍କ ପତ୍ତା ମିଳୁନି

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସମୁଦ୍ରରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର &nbsp;ନିଖୋଜ। ଘଟଣା ଘଟିଛି ବ୍ରହ୍ମପୁର ନିକଟ ସୋନପୁର ବେଳାଭୂମିରେ। ଗତକାଲି ଗାଧୋଇବା ବେଳେ ଏହି ୨ ଛାତ୍ର ବୁଡ଼ି ଯାଇଥିଲେ। ଖବର ଲେଖାଯିବା ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇ ନାହିଁ। ଏହି ଦୁଇ ଛାତ୍ରଙ୍କ ଘର ଧରାକୋଟ ଓ ଆସିକା ଅଞ୍ଚଳରେ ବୋଲି ସୂଚନା ମିଳିଛି।&nbsp; ଉଭୟ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ।</p> <p>ନୂଆ ବର୍ଷ ଅବସରରେ ଅନ୍ୟ ୪ ଜଣ ସାଙ୍ଗଙ୍କ ସହ ମିଶି ଏମାନେ ପିକ୍&zwnj;ନିକ୍ କରିବାକୁ ଆସିଥିଲେ। ହେଲେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଯାକ ଭାସି ଯାଇଥିଲେ।</p>

Ordigital Desk
  • Published: Tuesday, 02 January 2018
  • Updated: 02 January 2018, 10:19 AM IST

Sports

Latest News

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସମୁଦ୍ରରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର &nbsp;ନିଖୋଜ। ଘଟଣା ଘଟିଛି ବ୍ରହ୍ମପୁର ନିକଟ ସୋନପୁର ବେଳାଭୂମିରେ। ଗତକାଲି ଗାଧୋଇବା ବେଳେ ଏହି ୨ ଛାତ୍ର ବୁଡ଼ି ଯାଇଥିଲେ। ଖବର ଲେଖାଯିବା ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇ ନାହିଁ। ଏହି ଦୁଇ ଛାତ୍ରଙ୍କ ଘର ଧରାକୋଟ ଓ ଆସିକା ଅଞ୍ଚଳରେ ବୋଲି ସୂଚନା ମିଳିଛି।&nbsp; ଉଭୟ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ।</p><p>ନୂଆ ବର୍ଷ ଅବସରରେ ଅନ୍ୟ ୪ ଜଣ ସାଙ୍ଗଙ୍କ ସହ ମିଶି ଏମାନେ ପିକ୍&zwnj;ନିକ୍ କରିବାକୁ ଆସିଥିଲେ। ହେଲେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଯାକ ଭାସି ଯାଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos