ଦିଲ୍ଲୀରେ ରଇତ,ସନିଆ, ଦେଖିବେ କେମିତି ଉଡେ ତ୍ରିରଙ୍ଗା  

Ordigital Desk
  • Published: Thursday, 25 January 2018
  • , Updated: 25 January 2018, 09:10 PM IST
<p>ନୂଆଦିଲ୍ଲୀ: ଚଳିତ ସାଧାରଣତନ୍ତ୍ର ଦିବସ ପରେଡ଼ ଦେଖିବେ ଓଡ଼ିଶାରୁ ୨ ଜଣ ଆଦିବାସୀ ଅତିଥି। ଗଜପତି ଜିଲ୍ଲା ସଉରା ଆଦିବାସୀ ସନିଆ ମଣ୍ଡଳ ଏବଂ ସେବାନୀ ରଇତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସ୍ୱତନ୍ତ୍ର ନିମନ୍ତ୍ରଣ ପାଇ ଦୁହେଁ ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି। ସେମାନେ&nbsp; ଜୀବନର ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସେମାନେ ବହୁତ ଖୁସି । ସେମାନେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ଅଛି ।</p>

Related story