ଅଜଗରକୁ ପିଟି ମାରିଦେଲେ ୨ ଯୁବକ, ଖୋଜୁଛି ବନ ବିଭାଗ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ନିଜ ପ୍ରାକୃତିକ ଅବସ୍ଥାନ ଜଙ୍ଗଲରେ ବୁଲୁଥିଲା ଅଜଗର। ହେଲେ ହଠାତ୍‌ ହାବୁଡ଼ିଗଲେ ୨ ଯୁବକ । ସେମାନେ ସତର୍କତାର ସହ ସେଠାରୁ ପଳାଇବା ପରିବର୍ତ୍ତେ ହିଂସାତ୍ମକ ଆଚରଣ କଲେ। ଆଉ ଅଜଗରଟିକୁ ପିଟି ପିଟି ମାରିଦେଲେ। ଏପରି ଘଟଣା  ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗ ଅଧିନ ଛନଛଡା ଗାଁର ସ୍ଥାନୀୟ ଜଙ୍ଗଲରେ ଘଟିଛି। ଏହି ଭିଡିଓ ଭାଇରାଲ ହେବା ପରେ ତତ୍ପର ହୋଇ ଉଠିଛି ବନ ବିଭାଗ ।  ବନ୍ୟା ପ୍ରାଣୀ […]

kmkk

kmkk

Niharika Rout
  • Published: Monday, 07 November 2022
  • Updated: 07 November 2022, 01:17 PM IST

Sports

Latest News

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ନିଜ ପ୍ରାକୃତିକ ଅବସ୍ଥାନ ଜଙ୍ଗଲରେ ବୁଲୁଥିଲା ଅଜଗର। ହେଲେ ହଠାତ୍‌ ହାବୁଡ଼ିଗଲେ ୨ ଯୁବକ । ସେମାନେ ସତର୍କତାର ସହ ସେଠାରୁ ପଳାଇବା ପରିବର୍ତ୍ତେ ହିଂସାତ୍ମକ ଆଚରଣ କଲେ। ଆଉ ଅଜଗରଟିକୁ ପିଟି ପିଟି ମାରିଦେଲେ। ଏପରି ଘଟଣା  ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗ ଅଧିନ ଛନଛଡା ଗାଁର ସ୍ଥାନୀୟ ଜଙ୍ଗଲରେ ଘଟିଛି। ଏହି ଭିଡିଓ ଭାଇରାଲ ହେବା ପରେ ତତ୍ପର ହୋଇ ଉଠିଛି ବନ ବିଭାଗ ।  ବନ୍ୟା ପ୍ରାଣୀ ସୁରକ୍ଷା ଆଇନ ବଳରେ ଉକ୍ତ ୨ ଯୁବକଙ୍କୁ ଗିରଫ କରିବା ପାଇଁ  ଖୋଜୁଛି ବନ ବିଭାଗ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ୨ ଯୁବକ ଏକ ଠେଙ୍ଗାରେ ପିଟି ପିଟି ଅଜଗର ସାପଟିକୁ ମାରି ଦେଇଛନ୍ତି। ହେଲେ ସେମାନଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଘଟଣାଟି କେବେ ଘଟିଛି ତାହା ବି ଜଣାପଡ଼ିନି। ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ବନ ବିଭାବ ତତ୍ପର ହୋଇ ଉଠିଛି।

ବନ ବିଭାଗ ଅଜଗରର ମୃତଦେହକୁ ଖୋଜୁଥିବା ବେଳେ ସମ୍ପୃକ୍ତ ୨ ଯୁବକଙ୍କ ଅନୁସନ୍ଧାନ ବି ଜାରି ରଖିଛି।

ଏନେଇ ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇ ଙ୍କୁ ପଚାରିବାରୁ ତଦନ୍ତ କରିବା ପାଇଁ ଛନଛଡା ଫରେଷ୍ଟରଙ୍କୁ  ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଏଥିସହ ଅଜଗରର ମୃତଦେହ ଖୋଜା ଚାଲିଥିବା ବେଳେ ଏପରି କାଣ୍ଡ ଘଟାଇଥିବା ୨ ଯୁବକଙ୍କୁ ତୁରନ୍ତ   ବନ୍ୟା ପ୍ରାଣୀ ସୁରକ୍ଷା ଆଇନ ବଳରେ ଗିରଫ କରାଯିବା ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story